Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅନୁଭବ ମହାନ୍ତି, ହେଲେ ସେ କେଉଁ ବିଷୟରେ କଥା ହେଲେ ଜାଣନ୍ତି ?
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅନୁଭବ ମହାନ୍ତି, ହେଲେ ସେ କେଉଁ ବିଷୟରେ କଥା ହେଲେ ଜାଣନ୍ତି ?

October 15, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଭିନେତା
ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଅଭିନେତା ଅନୁଭବ ମହାନ୍ତି, ହେଲେ ସିନେମା ହଲ ସମସ୍ୟା କଥା କହିଲେ ନାହିଁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ସାକ୍ଷାତ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ତାଙ୍କ ବାସଭବନରେ ଅନୁଭବ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ଏ ନେଇ ଅନୁଭବ ତାଙ୍କ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଯାହା ଲେଖିଛନ୍ତି ତାହା ହେଲା

‘ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କ ବାସଭବନରେ ତାଙ୍କ ସହ ଏକ ଫଳପ୍ରଦ ସାକ୍ଷାତକାର । ଏହି ସାକ୍ଷାତକାରରେ ରାଜ୍ୟର ବିକାଶ ଧାରା ଏବଂ ଆଗାମୀ ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହେଲା । ଓଡ଼ିଶାର ଲୋକଙ୍କ କଲ୍ୟାଣ ପାଇଁ ଯେକୌଣସି ଉତ୍ତମ କାର୍ଯ୍ୟ ପ୍ରତି ତାଙ୍କର ସକାରାତ୍ମକ ମନୋଭାବ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ତାଙ୍କ ଉପରେ ସଦାସର୍ବଦା ରହିଥାଉ । ଜୟ ଜଗନ୍ନାଥ।’

ହେଲେ ଆଶ୍ଚର୍ଯ୍ୟର କଥା ଅନୁଭବ ପୂର୍ବରୁ ଓଡିଆ ଚଳଚିତ୍ର ସମସ୍ୟା ନେଇ ଯେଉଁ ଦାବୀ କରୁଥିଲେ ସେ ସଂପର୍କରେ ସେ କିଛି ଲେଖି ନାହାଁନ୍ତି। ଅନୁଭବ ତାଙ୍କ ଚଳଚିତ୍ର ଚାରିଧାମ କୁ ସିନେମା ହଲ ମାଲିକମାନେ କିଛିଦିନ ପରେ ଉଠାଇ ଦେଲେ। ଏହାକୁ ନେଇ ଅନୁଭବ ପ୍ରତିବାଦ କରିଥିଲେ। ହଲ ମାଲିକମାନେ ଓଡିଆ ଚଳଚିତ୍ରକୁ ଗୁରୁତ୍ବ ଦେଉ ନାହାଁନ୍ତି ବୋଲି ଅଭିଯୋଗ କରିଥିଲେ। ଏ ସଂପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ ମଧ୍ୟ କରି କରିଥିଲେ।

ତେବେ ଆଶ୍ଚର୍ଯ୍ୟର କଥା ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ସେ ଏ ପ୍ରସଂଗ ବିଷୟରେ ଆଲୋଚନା କରି ନାହାଁନ୍ତି। କାରଣ ତାଙ୍କର ସାମାଜିକ ଗଣମାଧ୍ୟର ସୂଚନା ଅନୁସାରେ ସେ ନୂଆପଡା ଉପନିର୍ବାଚନ ସଂପର୍କରେ ଆଲୋଚନା କରିଛନ୍ତି। ଓଡିଶାର ବିକାଶ କଥା ଆଲୋଚନା କରିଛନ୍ତି। ଓଡିଆ ଚଳଚିତ୍ର ସମସ୍ୟା କଥା ଆଲୋଚନା କରିବା ନେଇ ସେ ଉଲ୍ଲେଖ କରି ନାହାଁନ୍ତି। ଫଳରେ ସେଥିରୁ ସ୍ପଷ୍ଟ ହୋଇଛି ଯେ, ସେ ଏ ସଂପର୍କରେ କୌଣସି ଆଲୋଚନା କରା ନାହାଁନ୍ତି।

Abdul Kalam Birth Anniversary: PM Modi Pays Tributes

ଅନୁଭବ ମହାନ୍ତି ଅଭିନେତା ଅନୁଭବ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କଲେ ଅନୁଭବ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025
Latest News

Ethiopia Volcano Impact: ଜ୍ୱାଳାମୁଖୀ ବିସ୍ଫୋରଣ ପରେ ପ୍ରଭାବିତ ହେଲା ବିମାନ ସେବା

November 25, 2025

ଓଡିଶା ଆସିବେ ରାଷ୍ଟ୍ରପତି, ବିଧାନସଭାରେ ରଖିବେ ଅଭିଭାଷଣ, ସୁରକ୍ଷା ବ୍ୟବସ୍ଥା କଡାକଡି

November 25, 2025

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.