Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ କେତେ ବର୍ଷ ବୟସରେ କଲେ ପଦାର୍ପଣ
ଆଜିର ଖବର

ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ କେତେ ବର୍ଷ ବୟସରେ କଲେ ପଦାର୍ପଣ

October 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ
ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କୁ କେତେ ହେଲା ବୟସ

ଭୁବନେଶ୍ବର: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୧୯୪୬ ମସିହା‌ ଅକ୍ଟୋବର ୧୬ ତାରିଖରେ ନବୀନ ଜନ୍ମଗ୍ରହଣ କରିଥିଲେ। ଆଜି ସେ ୭୯ ବର୍ଷରେ ପାଦ ଦେଇଛନ୍ତି ନବୀନ। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ସେ ରାଜନୀତିରେ ପାଦ ଥାପିଥିଲେ।

ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନଙ୍କ କୌଣସି ଭୂମିକା ନ ଥିଲା କି ସେ ରାଜନୀତିରେ ନ ଥିଲେ। ତାଙ୍କର ଦେହାନ୍ତ ପରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ କେନ୍ଦ୍ରରେ ମନ୍ତ୍ରୀ ଥିଲେ।

ପରବର୍ତ୍ତୀ ସମୟରେ ବିଜେଡି ଗଠନ ହେଲା ପରେ ସେ ସେହି ଦଳର ସଭାପତି ହେଲେ । ବର୍ତ୍ତମାନ ସୁଦ୍ଧା ତାଙ୍କର ରାଜନୀତିରେ ପ୍ରାୟ ୨୯ ବର୍ଷ ହୋଇଗଲାଣି । ସେଥିରୁ ୨୫ ବର୍ଷରୁ ଅଧିକ ସମୟ ସେ କ୍ଷମତାରେ ହିଁ ରହିଛନ୍ତି। ୨୪ ବର୍ଷ ଲଗାତାର ମୁଖ୍ୟମନ୍ତ୍ରୀ ପଦବିରେ ରହି ନବୀନ ରେକର୍ଡ ସ୍ଥାପନ କରିଛନ୍ତି ।

BSNL Announces Diwali Bonanza: Enjoy Free Mobile Services

NaveenPatnaik ଆଜି ନବୀନ ପଟ୍ଟନାୟକଙ୍କ ଜନ୍ମଦିନ
Share. Facebook Twitter LinkedIn Email WhatsApp Copy Link

Related Posts

CJI ଙ୍କୁ ଜୋତା ଫିଙ୍ଗିବା ମାମଲା: ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ ଚାଲିବ ଅବମାନନା ମାମଲା

October 16, 2025

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୩% ବୃଦ୍ଧି କଲେ ମହଙ୍ଗା ଭତ୍ତା

October 16, 2025

ଲୋକପ୍ରିୟତା ହାସଲ କରୁଛି UPI: କତର, ସିଙ୍ଗାପୁର ଏବଂ ଫ୍ରାନ୍ସ ପରେ ଏବେ ଏହି ଦେଶରେ କଲା ପ୍ରବେଶ

October 16, 2025

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ?, ଟ୍ରମ୍ଫଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ରଖିଲା ଭାରତ

October 16, 2025
Latest News

CJI ଙ୍କୁ ଜୋତା ଫିଙ୍ଗିବା ମାମଲା: ଆଇନଜୀବୀ ରାକେଶ କିଶୋରଙ୍କ ବିରୋଧରେ ଚାଲିବ ଅବମାନନା ମାମଲା

October 16, 2025

ସରକାରୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ୩% ବୃଦ୍ଧି କଲେ ମହଙ୍ଗା ଭତ୍ତା

October 16, 2025

ଲୋକପ୍ରିୟତା ହାସଲ କରୁଛି UPI: କତର, ସିଙ୍ଗାପୁର ଏବଂ ଫ୍ରାନ୍ସ ପରେ ଏବେ ଏହି ଦେଶରେ କଲା ପ୍ରବେଶ

October 16, 2025

ରୁଷରୁ ତେଲ କିଣିବା ବନ୍ଦ କରିବ ଭାରତ?, ଟ୍ରମ୍ଫଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ରଖିଲା ଭାରତ

October 16, 2025

ଆଉ ଏକ ବଡ଼ ଦୁର୍ଘଟଣା: ଗାଡ଼ିରେ ନିଆଁ ଲାଗି ଚାରି ବନ୍ଧୁ ଜୀବନ୍ତ ଦଗ୍ଧ

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.