Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ
ଆଜିର ଖବର

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି ଛାଡି ବିଜେପିରେ
ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

ଭୁବନେଶ୍ବର: ଆଜି ପୁଣି ବିଜେଡିକୁ ଧକ୍କା। କାରଣ ବିଜେଡି ଛାଡି ଆଜି ବିଜେପିରେ ଯୋଗଦେଇଛନ୍ତି ଲମ୍ବୋଦର ନିଆଲ। ନୂଆପଡାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଲମ୍ବୋଦର ବିଜେପିରେ ସାମିଲ ହୋଇଛନ୍ତି। ସେ ଗତ ନିର୍ବାଚନରେ ବିଜେଡିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ। ହେଲେ ସେଠାରେ ବିଜେପିର ମାଳବିକା ଦେବୀ ବିଜୟ ହୋଇଥିଲେ। ମାଳବିକା 50 ପ୍ରତିଶତ ଭୋଟ ପାଇଥିବା ବେଳେ ନିଆଳ 40 ପ୍ରତିଶତ ଭୋଟ ହାସଲ କରିଥିଲେ।

ହେଲେ ନିର୍ବାଚନ ପରେ ବିଜେଡି ତାଙ୍କୁ ଅଣଦେଖା କରିଆସିଲା। ଏପରିକି ନୂଆପଡା ଉପନିର୍ବାଚନରେ ତାଙ୍କୁ କୌଣସି କଥା ପଚରାଗଲା ନାହିଁ। ଫଳରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା ବସନ୍ତ ପଣ୍ଡା, ମନ୍ତ୍ରୀ ବିଭୂତି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Tanishq Unveils ‘Mriganka’ Collection, Promotes Gold Exchange Drive

 

Nuapada Byelection କଳାହାଣ୍ଡି ବିଜେଡି ସାଂସଦ ପ୍ରାର୍ଥୀ ନୂଆପଡା ଉପନିର୍ବାଚନ ବିଜେଡି ଛାଡି ବିଜେପିରେ ଲମ୍ବୋଦର ନିଆଳ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025

ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 16, 2025

ଭାରତୀୟ ଖାଦ୍ୟ ସ୍ୱାଦିଷ୍ଟ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ICMR

October 16, 2025
Latest News

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025

ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 16, 2025

ଭାରତୀୟ ଖାଦ୍ୟ ସ୍ୱାଦିଷ୍ଟ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ICMR

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.