Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜିର ଖବର

ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡା ଉପନିର୍ବାଚନ
ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ସରଗରମ ହେବାରେ ଲାଗିଛି। ତିନିଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲେଣି। ସମସ୍ତେ ବର୍ତ୍ତମାନ ନୂଆପଡା ମୁହାଁ। ତିନି ଦଳ ବିଜେପି ବିଜେଡି କଂଗ୍ରେସ ଛକାଛକି। ଏପରି ସମୟରେ ହଠାତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି।

ହେଲେ ଘଟଣାଟି ହେଲା ଫୋନଟି କୌଣସି ରାଜନୈତିକ କାରଣ ନ ଥିଲା କି ଦଳୀୟ କାର୍ଯ୍ୟ ନ ଥିଲା। ତାହା ଥିଲା ଏକ ସମାଜିକ କାର୍ଯ୍ୟ। ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ସେଥିପାଇଁ ଶୁଭେଚ୍ଛା ଜଣାଇବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଫୋନ କରିଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି।

naveen birthday ନବୀନ ଜନ୍ମଦିନ ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Latest News

ଦେବସ୍ନାନ ପୂର୍ଣ୍ଣିମାରେ ଗଜାନନ ବେଶ ଧାରଣ କରନ୍ତି ଶ୍ରୀଜଗନ୍ନାଥ, ଏହାର ରହସ୍ୟ କଣ?

June 8, 2026

ବଲାଙ୍ଗିରରୁ ପ୍ରଥମ ଥର ପାଇଁ ଜର୍ମାନୀ ଓ ଇଟାଲୀକୁ ରପ୍ତାନି ହେଲା ଆମ୍ବ

June 8, 2026

ବିସ୍ତୃତ ରାଶିଫଳ: ଜୁନ ୮ ତାରିଖ ସୋମବାରରେ ଆଠଟି ରାଶିର ବ୍ୟକ୍ତି ପାଇବେ ଖୁସି ଖବର

June 8, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ବାଘ ଛାଲ ସହ ଦୁଇ ଶିକାରୀ ଗିରଫ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.