Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 10 ଜଣ ଉପସଭାପତି ଏବଂ 4 ଜଣ ସାଧାରଣ ସଂପାଦକ
ଆଜିର ଖବର

ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 10 ଜଣ ଉପସଭାପତି ଏବଂ 4 ଜଣ ସାଧାରଣ ସଂପାଦକ

October 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେପି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, 10 ଜଣ ଉପସଭାତି ଏବଂ 4 ଜଣ ସାଧାରଣ ସଂପାଦକ

ଭୁବନେଶ୍ବର: ବହୁ ଦିନ ପରେ ରାଜ୍ୟ ବିଜେପି ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏଥିରେ 10 ଜଣ ଉପସଭାପତି ରହିଛନ୍ତି। ମନମୋହନ ସାମଲ ନୂଆ ସଭାପତି ହେବା ପରେ ତାଙ୍କର ଟିମ ଗଠନ କରି ନ ଥିଲେ। ବର୍ତ୍ତମାନ ନୂଆ ଟିମ ଗଠନ କରିଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇପାରି ନାହିଁ। ତେବେ ଯେଉଁମାନେ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ

ସେହିପରି ଦଳ ତରଫରୁ 4 ଜଣଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିରଞ୍ଚି ନାରାୟଣ ତ୍ରିପାଠୀ ଏବଂ ଶାରଦା ପ୍ରସାଦ ଶତପଥୀ ନିଯୁକ୍ତ ହୋଇଛନ୍ତି।

 

ସେହିପରି ଦଳ 10 ଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରିଛି। କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ଅଗ୍ରୱାଲ ଏବଂ ଉପକୋଷାଧ୍ୟକ୍ଷ ଭାବେ ଦିବାକର ହରିଚନ୍ଦନ ନିଯୁକ୍ତ ହୋଇଛନ୍ତି।

ବିଜେପି ଘୋଷଣା ବିଜେପି ନୂଆ ଟିମ
Share. Facebook Twitter LinkedIn Email WhatsApp Copy Link

Related Posts

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025

ବିଧାନସଭା ନିର୍ବାଚନରେ ​​କିଏ କେତେ ଆସନ ଜିତିବ?: ଆକଳନ କଲେ ପ୍ରଶାନ୍ତ କିଶୋର

October 17, 2025

ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କଲେ ଅମିୟ କୁମାର

October 17, 2025

ସାମ୍ବାଦିକ ପରିଚୟରେ ଗଞ୍ଜେଇ ବ୍ୟବସାୟ, ପ୍ରେସ ଲେଖା ଗାଡ଼ି ଜବତ

October 17, 2025
Latest News

ପଛରେ ପଡ଼ିଲା ଚୀନ: ବିଶ୍ୱର ତୃତୀୟ ସବୁଠାରୁ ଶକ୍ତିଶାଳୀ ବାୟୁସେନା ହେଲା ଭାରତୀୟ ବାୟୁସେନା

October 17, 2025

ବିଧାନସଭା ନିର୍ବାଚନରେ ​​କିଏ କେତେ ଆସନ ଜିତିବ?: ଆକଳନ କଲେ ପ୍ରଶାନ୍ତ କିଶୋର

October 17, 2025

ଜାତୀୟ ଦୌଡ଼ ଯୁକ୍ତ ସନ୍ତରଣ ପ୍ରତିଯୋଗୀତାରେ ବ୍ରୋଞ୍ଜ ପଦକ ହାସଲ କଲେ ଅମିୟ କୁମାର

October 17, 2025

ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ

October 17, 2025

ସୁରଭି ହେଉଛି ଆନ୍ତର୍ନିହିତ ଗୁଣାବଳୀ ଉନ୍ମୋଚନର ସେତୁ

October 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.