ନୂଆଦିଲ୍ଲୀ: ଛପରା ଜିଲ୍ଲାର ମୁଢୌରା ଆସନରୁ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ପ୍ରାର୍ଥୀ ସୀମା ସିଂହଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ନାମାଙ୍କନ ପତ୍ରରେ ବୈଷୟିକ ତ୍ରୁଟି ଯୋଗୁଁ ଖାରଜ କରାଯାଇଛି। ଯାହାଫଳରେ ବିହାର ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ଦଳ ଆରଜେଡି ଲାଭବାନ ହୋଇଛି।