ନୂଆଦିଲ୍ଲୀ: ଛପରା ଜିଲ୍ଲାର ମୁଢୌରା ଆସନରୁ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ପ୍ରାର୍ଥୀ ସୀମା ସିଂହଙ୍କ ନାମାଙ୍କନ ପତ୍ର ରଦ୍ଦ ହୋଇଛି। ନାମାଙ୍କନ ପତ୍ରରେ ବୈଷୟିକ ତ୍ରୁଟି ଯୋଗୁଁ ଖାରଜ କରାଯାଇଛି। ଯାହାଫଳରେ ବିହାର ନିର୍ବାଚନରେ ତେଜସ୍ବୀ ଯାଦବଙ୍କ ଦଳ ଆରଜେଡି ଲାଭବାନ ହୋଇଛି। Bihar Assembly Election 2025 Bihar Election 2025 Bihar News Bihar Vidhan Sabha Chunav Chirag Paswan INDIA Alliance NDA nitish kumar tejashwi yadav
ଜନଜାତିଙ୍କ ଜୀବିକାରେ ଉନ୍ନତି ପାଇଁ କୃଷି-ସହଯୋଗୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପNovember 12, 2025
Delhi Car Blast Update: କାର ବିସ୍ପୋରଣର ମାମଲାରେ ମିଳିଲା ଓଡିଶା ଲିଙ୍କ,ହେପାଜତରେ ୪ ସନ୍ଦିଗ୍ଧNovember 12, 2025