Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ OHRC 
ଆଜିର ଖବର

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କରିବା ପାଇଁ ନିର୍ଦ୍ଦେଶାବଳୀ ଜାରି କଲେ OHRC 

October 24, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
OHRC
OHRC issues guidelines for conducting hearings through video conferencing

ଭୁବନେଶ୍ଵର: ଓଡ଼ିଶା ମାନବାଧିକାର କମିଶନଙ୍କ ସମସ୍ତ ବେଞ୍ଚମାନଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାକୁ ଏକୀକୃତ ଏବଂ ସୁବ୍ୟବସ୍ଥିତ କରିବା ପାଇଁ କମିଶନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଆସନ୍ତା ୨୭ ତାରିଖ ସୋମବାର ଠାରୁ ଏହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି କାର୍ଯ୍ୟକାରୀ ହେବ। କମିଶନଙ୍କ ସମସ୍ତ ବେଞ୍ଚ “ଗୁଗୁଲ ମିଟ” ପ୍ଲାଟଫର୍ମ ମାଧ୍ୟମରେ ଭିଡିଓ କନଫରେନ୍ସିଂ ମୋଡ୍ ସହିତ ଫିଜିକାଲ୍ ମୋଡ୍‌ରେ କାର୍ଯ୍ୟ ସଂପାଦନ କରିବେ। ଭିଡିଓ କନଫରେନ୍ସିଂ ସମ୍ବନ୍ଧୀୟ ଯେକୌଣସି ପ୍ରାକୃତିକ ସମସ୍ୟା ପାଇଁ ଭିସି ସଂଯୋଜକ ମୋବାଇଲ ନମ୍ବର ୭୬୫୬୮୪୯୬୦୩ ରେ ସମ୍ପର୍କ କରିବାକୁ କମିଶନ ଜଣାଇଛନ୍ତି। କମିଶନ ସମସ୍ତ ପକ୍ଷ ଓ ସାଧାରଣ ଜନସାଧାରଣଙ୍କୁ ଉପରୋକ୍ତ ନିୟମ ଅନୁସରଣ ପୂର୍ବକ ସହଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି।

 

OHRC ନିର୍ଦ୍ଦେଶାବଳୀ ଜାରି ଭିଡିଓ କନଫରେନ୍ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଉପ ନିର୍ବାଚନ ଫଳାଫଳ: ନବମ ପର୍ଯ୍ୟାୟ ଗଣତି ଶେଷ, ବହୁ ଆଗରେ ବିଜେପି

November 14, 2025

India International Trade Fair: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

November 14, 2025

ବିହାର ନିର୍ବାଚନ ଫଳାଫଳ: NDA ପାଇଁ ଭଲ ଖବର, ଜାଣନ୍ତୁ ଆରଜେଡ଼ି ଆଉ କଂଗ୍ରେସର ସ୍ଥିତି

November 14, 2025

ନୂଆପଡା ଉପ ନିର୍ବାଚନ: ଷଷ୍ଠ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେପି ଆଗୁଆ

November 14, 2025
Latest News

ନୂଆପଡା ଉପ ନିର୍ବାଚନ ଫଳାଫଳ: ନବମ ପର୍ଯ୍ୟାୟ ଗଣତି ଶେଷ, ବହୁ ଆଗରେ ବିଜେପି

November 14, 2025

India International Trade Fair: ଆଜିଠାରୁ ଦିଲ୍ଲୀରେ ଆରମ୍ଭ ହେଲା ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

November 14, 2025

ବିହାର ନିର୍ବାଚନ ଫଳାଫଳ: NDA ପାଇଁ ଭଲ ଖବର, ଜାଣନ୍ତୁ ଆରଜେଡ଼ି ଆଉ କଂଗ୍ରେସର ସ୍ଥିତି

November 14, 2025

ନୂଆପଡା ଉପ ନିର୍ବାଚନ: ଷଷ୍ଠ ପର୍ଯ୍ୟାୟ ଗଣତିରେ ମଧ୍ୟ ବିଜେପି ଆଗୁଆ

November 14, 2025

ନୂଆପଡା ଉପ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ଗଣତି ଶେଷ, ୭୪୧୩ ଭୋଟରେ ବିଜେପି ଆଗୁଆ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.