Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କ ଦ୍ବାରା ଉନମୋଚିତ ହେଲା ମୁନ୍‌ମୁନ୍ ମହାନନ୍ଦିଆଙ୍କ ଉପନ୍ୟାସ ‘ଦ ଗ୍ଲାସ୍‌ ସିଲିଂ’
ଆଜିର ଖବର

ରାଜ୍ୟପାଳଙ୍କ ଦ୍ବାରା ଉନମୋଚିତ ହେଲା ମୁନ୍‌ମୁନ୍ ମହାନନ୍ଦିଆଙ୍କ ଉପନ୍ୟାସ ‘ଦ ଗ୍ଲାସ୍‌ ସିଲିଂ’

October 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟପାଳଙ୍କ ଦ୍ବାରା ଉନମୋଚିତ
ରାଜ୍ୟପାଳଙ୍କ ଦ୍ବାରା ଉନମୋଚିତ ହେଲା ମୁନ୍‌ମୁନ୍ ମହାନନ୍ଦିଆଙ୍କ ଉପନ୍ୟାସ 'ଦ ଗ୍ଲାସ୍‌ ସିଲିଂ'

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପ୍ରକାଶିତ ତଥା ଯୁବ ଲେଖିକା ମୁନ୍‌‌ମୁନ୍‌ ମହାନନ୍ଦିଆଙ୍କ ଲିଖିତ ଇଂରାଜୀ ଉପନ୍ୟାସ ‘ଦ ଗ୍ଲାସ୍‌ ସିଲିଂ’କୁ ଉନ୍ମୋଚନ କରିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି। ସୋମବାର ପୂର୍ବାହ୍ନରେ ରାଜଭବନ ପରିସରରେ ରାଜ୍ୟପାଳ ପୁସ୍ତକଟି ଉନ୍ମୋଚନ କରିବା ସମୟରେ ଜଣେ ନାରୀର ସଂଘର୍ଷ ଓ ସଫଳତାକୁ ନେଇ ଲିଖିତ ଏ ଉପନ୍ୟାସର ପ୍ରଶଂସା କରିଥିଲେ।

ଲେଖିକା ମୁନ୍‌ମୁନ୍‌ଙ୍କର ଏହା ପ୍ରଥମ ଉପନ୍ୟାସ। ପରିସ୍ଥିତିକୁ ସାମନା କରି ଜଣେ ସାଧାରଣ ନିମ୍ନମଧ୍ୟବିତ୍ତ ନାରୀ କିଭଳି ରାଜନୈତିକ, ସାମାଜିକ ଓ ପାରିବାରିକ ବିଘ୍ନ ସବୁକୁ ସାମନା କରି ଆଗକୁ ବଢ଼ିବାର ଅଦମ୍ୟ ଉଦ୍ୟମ କରିଛି ତାହା ହିଁ ‘ଦ ଗ୍ଲାସ୍‌ ସିଲିଂ’ର ସାରମର୍ମ। ଉନ୍ମୋଚନ ଅବସରରେ ଜଣାଶୁଣା କବି ରକ୍ଷକ ନାୟକ ଓ କଥାକାର ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ। ପୁସ୍ତକଟି ଆମାଜନ୍‌ ସମେତ ବିଭିନ୍ନ ପୁସ୍ତକ ଭଣ୍ଡାରରେ ଉପଲବ୍ଧ ହେଉଛି।

ଦ ଗ୍ଲାସ୍‌ ସିଲିଂ ପେନ୍‌ ଇନ୍‌ ବୁକ୍ସ ମୁନ୍‌ମୁନ୍ ମହାନନ୍ଦିଆ ରାଜ୍ୟପାଳ ରାଜ୍ୟପାଳଙ୍କ ଦ୍ବାରା ଉନମୋଚିତ ହରିବାବୁ କମ୍ଭମପତି
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026
Latest News

ଓଡ଼ିଶାର ହଜାର ହଜାର ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଏଆଇ-ପ୍ରସ୍ତୁତ କରିବା ପାଇଁ ରିଲାଏନ୍ସ ଜିଓର ପ୍ରୟାସ

January 29, 2026

ଭାରତର ଗଣତନ୍ତ୍ର ଏବଂ ଜନସଂଖ୍ୟା ବିଶ୍ୱ ପାଇଁ ଆଶାର କିରଣ: ପ୍ରଧାନମନ୍ତ୍ରୀ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନର ସଫଳତା: ଅଷ୍ଟ୍ରେଲିଆକୁ କଲା ପରାସ୍ତ

January 29, 2026

୧.୮ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଏବଂ ୩ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କଲା ରିଲାଏନ୍ସ ଫାଉଣ୍ଡେସନ

January 29, 2026

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.