ଭୁବନେଶ୍ୱର: ଦକ୍ଷିଣ ପୂର୍ବ ରେଳବାଇର ଖଡ଼ଗପୁର ମଣ୍ଡଳ ଅନ୍ତର୍ଗତ ଅମର୍ଦା ରୋଡ୍ ରେଳ ଷ୍ଟେସନର ୟାର୍ଡ ପୁନଃମଡେଲିଂ କାର୍ଯ୍ୟ ହେତୁ ନିମ୍ନଲିଖିତ ଚାରିଟି ମେମୁ ଟ୍ରେନ 2 ନଭେମ୍ବର 2025 ରେ ବାତିଲ ରହିବ।
ବାତିଲ ହେଉଥିବା ଟ୍ରେନଗୁଡ଼ିକ:
ଟ୍ରେନ ନଂ. 68049 — ଖଡ଼ଗପୁର–ଭଦ୍ରକ ମେମୁ
ଟ୍ରେନ ନଂ. 68050 — ଭଦ୍ରକ–ଖଡ଼ଗପୁର ମେମୁ
ଟ୍ରେନ ନଂ. 68052 — ଭଦ୍ରକ–ବାଲେଶ୍ୱର ମେମୁ
ଟ୍ରେନ ନଂ. 68051 — ବାଲେଶ୍ୱର–ଭଦ୍ରକ ମେମୁ
ଯାତ୍ରୀମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ସେହି ଅନୁସାରେ ନିଜ ଯାତ୍ରା ଯୋଜନା କରିବେ।


