Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ
ଆଜିର ଖବର

ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁରୁଣା ପେନସନ ଦାବି
ପୁରୁଣା ପେନସନ ଦାବି: ୨୫ ନଭେମ୍ବର ଦିଲ୍ଲୀ ଚାଲ ମହାଆନ୍ଦୋଳନ

ନୂଆଦିଲ୍ଲୀ: ସାରା ଭାରତ ବର୍ଷରେ କାର୍ଯ୍ୟରତ କେନ୍ଦ୍ର ଓ ସମସ୍ତ ରାଜ୍ୟର ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଏକ୍ଜିକ୍ୟୁଟିଭ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମସ୍ତ ରାଜ୍ୟର ନେତୃତ୍ୱ ମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ ପେନସନ ସ୍କିମକୁ ବିରୋଧ କରି ଦେଶର ଏକ କୋଟି ଶିକ୍ଷକ ଏବଂ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନସନ ଲାଗୁକରିବା ନିମନ୍ତେ କେନ୍ଦ୍ରସରକାରଙ୍କୁ ଦାବି କରିଥିଲେ।

କେନ୍ଦ୍ର ସରକାର ୟୁନିଫାଏଡ ସ୍କିମ ଲାଗୁକରିବା ପରେ ସମଗ୍ର ଦେଶର ସରକାରୀ କର୍ମଚାରୀମାନଙ୍କର ମାତ୍ର ୩%କର୍ମଚାରୀ ନେସନାଲ ପେନସନ ସ୍କିମ ରୁ ୟୁନିଫାଏଡ଼ ପେନସନ ସ୍କିମ କୁ ବିକଳ୍ପ ବାଛିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ସମଗ୍ର ଭାରତରେ ସରକାରୀ କର୍ମଚାରୀମାନେ ପୁରୁଣା ପେନସନ ସ୍କିମ ଅତିରିକ୍ତ କୌଣସି ବିକଳ୍ପ ଚାହୁଁନାହାଁନ୍ତି, ଯେଉଁଥିପାଇଁ କି ଏହା ଲାଗୁ କରିବାପାଇଁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଆସୁଛନ୍ତି।

ଉକ୍ତ ବୈଠକରେ ଓଡିଶାରୁ ରାଜ୍ୟ ଏନଏମଓପିଏସ ର ସଭାପତି ବିଜୟ ମଲ୍ଲ ଓଡିଶାର ପ୍ରତିନିଧି ଭାବରେ ଯୋଗଦାନ କରିବା ସହ ଭାରତର ପେନସନ ମ୍ୟାନ ଭାବେ ପରିଚିତ ବିଜୟ ବନ୍ଧୁ ସାରା ଦେଶରେ ଅଗଣିତ ସରକାରୀ କର୍ମଚାରୀଙ୍କ ଦ୍ଵାରା ଆସନ୍ତା ୨୫ ନଭେମ୍ବର ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପୁରୁଣା ପେନସନ ମହାଆନ୍ଦୋଳନରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ସରକାରୀ କର୍ମଚାରୀ ମାନଙ୍କୁ ଅନୁରୋଧ କରିଥିଲେ।

ଦିଲ୍ଲୀ ଚାଲ ମହାଆନ୍ଦୋଳନ ପୁରୁଣା ପେନସନ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

September 28, 2026

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026
Latest News

ପଦକ ବିନା ଫେରିବେ ମନୁ ଭାକର: ବିଶ୍ୱ ରେକର୍ଡଧାରୀ ଇଶା ସିଂହ ଜିତିଲେ ରୌପ୍ୟ

September 28, 2026

ଗେଷ୍ଟହାଉସରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୪ ଅଭିଯୁକ୍ତ ଗିରଫ

September 28, 2026

Maa Tara Tarini Temple: ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂ

September 28, 2026

UPI ମାମଲା: RBI ଏବଂ କେନ୍ଦ୍ରକୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ

September 28, 2026

ସେମିଫାଇନାଲରେ ମୁହାଁମୁହିଁ ହେବେ କି ଭାରତ ଏବଂ ପାକିସ୍ତାନ?: ଫାଇନାଲ୍ ପୂର୍ବରୁ ଜାଣନ୍ତୁ କାର୍ଯ୍ୟସୂଚୀ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.