Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା
ଆଜିର ଖବର

ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା

November 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା
ବିହାର ନିର୍ବାଚନ ଫଳାଫଳ: ​​ଆସିଲା ୨୦୫ ଆସନର ଟ୍ରେଣ୍ଡସ, NDA କୁ ସଂଖ୍ୟାଗରିଷ୍ଠତା

ନୂଆଦିଲ୍ଲୀ: ୨୦୨୫ ବିହାର ନିର୍ବାଚନର ଭୋଟ ଗଣତି ଜାରି ରହିଛି। ସକାଳ ୯:୧୫ ସୁଦ୍ଧା ୨୦୫ ଟି ଆସନର ଟ୍ରେଣ୍ଡସ ସାମ୍ନାକୁ ଆସିଛି। ଏଥିରେ NDA ୧୩୫ ଟି ଆସନରେ ଏବଂ ମହାଗଠବନ୍ଧନ ୬୬  ଟି ଆସନରେ ଆଗୁଆ ଅଛନ୍ତି। ଅନ୍ୟ ଦଳର ପ୍ରାର୍ଥୀମାନେ ୩ ଟି ଆସନରେ ଆଗୁଆ ଅଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏହା ପ୍ରାରମ୍ଭିକ ଟ୍ରେଣ୍ଡସ। ଆଗାମୀ ୧ ଘଣ୍ଟା ପରେ ସଂଖ୍ୟା ସ୍ପଷ୍ଟ ହେବା ଆଶଙ୍କା କରାଯାଉଛି।

bihar Election2025
Share. Facebook Twitter LinkedIn Email WhatsApp Copy Link

Related Posts

ଜିଓ ଆଇପିଓକୁ ନେଇ ଷ୍ଟକ୍‌ ମାର୍କେଟରେ ଚର୍ଚ୍ଚା: ଆବେଦନ ସଂଖ୍ୟା ୧.୩୮ କୋଟି ଟପିଲା

October 24, 2026

Odisha Police Recruitment 2026: ୭୨୬୮ ପଦବୀ, ଗୋଟିଏ ପରୀକ୍ଷା!

October 23, 2026

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

October 23, 2026

ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

October 23, 2026
Latest News

୫୪,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ, ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.