Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି
ଆଜିର ଖବର

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Gold Loan
Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

Gold Loan: ଦେଶରେ ସୁନାଋଣ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ରିପୋର୍ଟ ପ୍ରକାଶ କରିଛି। ସେହି ଅନୁସାରେ ଦେଶରେ ସୁନାଋଣ ପ୍ରଦାନ କ୍ଷେତ୍ରରେ ଅଣ ବ୍ୟାଙ୍କିଂ ଗୁଡିକ ବେଶ ଭଲ କାରବାର କରିଛନ୍ତି। ସୁନା ଋଣ ଉଭୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କ ସଂସ୍ଥା ଯୋଗାଇ ଥାଆନ୍ତି। ଗ୍ରାହକମାନେ ସୁନା ବନ୍ଧକ ଦେଇ ଋଣ ନେଇଥାଆନ୍ତି। ହେଲେ ସେମାନେ ଅଣ ବ୍ୟାଙ୍କି ସଂସ୍ଥା ଯେପରିକି ମୁଥଟ୍ ଫାଇନାନ୍ସ କିମ୍ବା ମାନାପୁରମ ପରି ସଂସ୍ଥା ଏ କ୍ଷେତ୍ରରେ ବେଶ ଭଲ କାରବାର କରୁଛନ୍ତି।

ଆରବିଆଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସୁନା ଋଣ କାରବାର ୧୯ ସେପ୍ଟେମ୍ବର ୨୦୨୫ରେ ୩.୧୬ ଲକ୍ଷ କୋଟି ଟଙ୍କା ଥିଲା। ଏହାର ପୂର୍ବ ବର୍ଷ କାରବାର ହୋଇଥିଲା ମାତ୍ର ୧.୪୭ ଲକ୍ଷ କୋଟି ଟଙ୍କା ଥିଲା। ବିଭିନ୍ନ ଆକଳନ ଅନୁଯାୟୀ, ବ୍ୟାପକ ଆର୍ଥିକ ବ୍ୟବସ୍ଥାରେ ପ୍ରଦାନ କରାଯାଇଥିବା ସମସ୍ତ ସୁନା ଋଣର ପ୍ରାୟ ୫୫ ରୁ ୬୦ ପ୍ରତିଶତ କେବଳ ଏନବିଏଫସି ବା Non-Banking Financial Company କାରବାର କରିଛନ୍ତି।

ଏନବିଏଫସି ମୁଥୁଟ୍ ଫାଇନାନ୍ସ ବା Muthoot Finance ଗୁରୁବାର ଦିନ ଟ୍ରେଡିଂ ବନ୍ଦ ହେବା ପରେ ଏହାର ଫଳାଫଳ ଘୋଷଣା କରିଛି। ଶୁକ୍ରବାର ଷ୍ଟକ୍ ୯.୯% ବୃଦ୍ଧି ପାଇ ୩,୭୨୬.୯ ଟଙ୍କାରେ ପହଞ୍ଚିଛି। ଏହା ୫୨ ସପ୍ତାହର ସର୍ବାଧିକ ୩,୭୫୨.୯ ଟଙ୍କା ଛୁଇଁଛି। ସେହିପରି ମାନାପୁରମ ଫାଇନାନ୍ସ ବା  Manappuram Finance ଶୁକ୍ରବାର ଦିନ ୨.୮% ବୃଦ୍ଧି ପାଇ ୨୮୧.୪ ଟଙ୍କାରେ ପହଞ୍ଚିଛି। ଏହା ୧୭ ସେପ୍ଟେମ୍ବର ୨୦୨୫ ରେ ୫୨-ସପ୍ତାହର ସର୍ବୋଚ୍ଚ ୨୯୮ ଟଙ୍କାରେ ପହଞ୍ଚିଥିଲା।

India–EAEU FTA Talks: Commerce Secretary Reviews Progress in Moscow (Click Here to Read)

Gold Loan Manappuram Finance Muthoot Finance NBFC Non-Banking Financial Company ସୁନାଋଣ ସୁନାରୁଣ
Share. Facebook Twitter LinkedIn Email WhatsApp Copy Link

Related Posts

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025

ଟିମ ଇଣ୍ଡିଆର ଲଜ୍ଜାଜନକ ପ୍ରଦର୍ଶନ, ୯୩ ରନରେ ଅଲ ଆଉଟ୍: ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା

November 16, 2025
Latest News

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025

ଗଣତନ୍ତ୍ରରେ ସମସ୍ତଙ୍କର ମତାମତ ପ୍ରକାଶ କରିବାର ଅଧିକାର ଅଛି: ଉପରାଷ୍ଟ୍ରପତି

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.