Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ
ଆଜିର ଖବର

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Cold Wave in Odisha
ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏପରି ପାଗ

Cold Wave in Odisha: ବେଶ କିଛିଦିନ ଧରି ସାରା ରାଜ୍ୟରେ ଲାଗି ରହିଛି ଶୀତର ପ୍ରକୋପ। ଦିନ ବେଳା ମଧ୍ୟ ଏହି ଶୀତରୁ ଛାଡ ପାଇ ନାହିଁ। ରାତିରେଏହା ଆହୁରି ପ୍ରବଳ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଏହିପରି ଶୀତ ଆହୁରି ଦୁଇ ଦିନ ଧରି ଲାଗି ରହିବ। ମଙ୍ଗଳବାର ପରେ ଦିନର ତାପମାତ୍ର ଦୁଇ ରୁ ତିନି ଡିଗ୍ରୀ ବୃଦ୍ଧି ପାଇବ ବୋଲି ଜଣାପଡିଛି।

ତେବେ ପାଣିପାଗ ବିଭାଗ ଅନୁସାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଯେଉଁ ସର୍ବନିମ୍ନ ତାପମାତ୍ର ରହିଛି ତାହା ହେଲା

  • ଜି.ଉଦୟଗିରି ୫. ୮ ଡିଗ୍ରୀ
  • ଦାରିଙ୍ଗବାଡ଼ି: ୮ ଡିଗ୍ରୀ
  • ସେମିଳିଗୁଡ଼ା: ୭.୪ ଡିଗ୍ରୀ
  • ଫୁଲବାଣୀ: ୯ ଡିଗ୍ରୀ
  • ରାଉରକେଲା: ୧୦.୨ ଡିଗ୍ରୀ
  • ଭୁବନେଶ୍ୱର: ୧୩ ଡିଗ୍ରୀ
  • କଟକ:୧୩.୪ ଡିଗ୍ରୀ
Clod winter ଓଡିଶାରେ ଶୀତ ଶୀତ ଶୀତରେ ଥରୁଛି
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

January 2, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଅର୍ଥ ଲାଭର ଯୋଗ ରହିଛି, ବ୍ୟବସାୟରେ ବୃଦ୍ଧି

January 2, 2026

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026
Latest News

ଇଂରାଜୀ ନୂଆବର୍ଷକୁ ହର୍ସ ଉଲ୍ଲାସର ସହ ସ୍ୱାଗତ କଲେ ରାଜ୍ୟବାସୀ

January 2, 2026

ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

January 2, 2026

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଅର୍ଥ ଲାଭର ଯୋଗ ରହିଛି, ବ୍ୟବସାୟରେ ବୃଦ୍ଧି

January 2, 2026

ଆଇଏଏସ ସ୍ତରରେ ଅଦଳବଦଳ, ଦେଓରଂଜନ ସିଂ ହେଲେ ଉନ୍ନୟନ କମିଶନର, ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ଦାୟିତ୍ବ

January 1, 2026

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.