Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ
ଆଜିର ଖବର

Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ

November 17, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Fixed Deposit Rate: ଆପଣ ଟଙ୍କା ଫିକ୍ସିଡ୍ ଡିପୋଜିଟ କରିବେ କି ? ଜାଣନ୍ତୁ କିଏ ଦେବ ଅଧିକ ସୁଧ

Fixed Deposit Rate: ସାଧାରଣତଃ ହାତରେ କିଛି ପଇସା ହେଲେ ତାହାକୁ ସଞ୍ଚୟ କରିବା ଆବଶ୍ୟକ। କାରଣ ଏହା ଭବିଷ୍ୟତରେ ଏକ ବଡ ସାହାଯ୍ୟ କରିଥାଏ। ତେବେ ଯେଉଁମାନେ ଏହି ସଞ୍ଚୟ କରିବାକୁ ଚାହାଁନ୍ତି ତେବେ ସେମାନଙ୍କ ପାଇଁ ସବୁଠାରୁ ଭଲ ମାଧ୍ୟମ ହେଲେ Fixed Deposit।

Fixed Deposit ସବୁ ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଅଣ ବ୍ୟାଙ୍କିଙ୍ଗ କଂପାନୀ ମଧ୍ୟ ପ୍ରଦାନ କରିଥାନ୍ତି। ତେବେ Fixed Deposit ରେ ସବୁଠାରୁ ଅଧିକା ସୁଧ ପ୍ରଦାନ କରାଥାନ୍ତି ଅଣ ବ୍ୟାଙ୍କି କଂପାନୀ ବା Non Banking Financial Company. ତେବେ ଆସନ୍ତୁ ଜାଣିବା କେଉଁ ବ୍ୟାଙ୍କ କେତେ ସୁଧ ପ୍ରଦାନ କରୁଛି।

ତେବେ ଏ କ୍ଷେତ୍ରରେ ଅଣ ବ୍ୟାଙ୍କିଙ୍ଗ୍ କଂପାନୀମାନେ ଅଧିକ ସୁଧ ପ୍ରଦାନ କରିଥାନ୍ତି। ସେମାନେ ଯେଉଁ ସୁଧ ପ୍ରଦାନ କରନ୍ତି ତାହା ହେଲା..

ତେବେ ଏ ସବୁ ଡିପୋଜିଟ ବ୍ୟତିତ ପୋଷ୍ଟ ଅଫିସ ଫିକ୍ସିଡ୍ ଡିପୋଜିଟ ସବୁଠାରୁ ଭଲ ବୋଲି କୁହାଯିବ। କାରଣ ଏହି ସିଧା କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ। ଏହା ମଧ୍ୟ ଭଲ ସୁଧ ପ୍ରଦାନ କରିଆସୁଛି। ପୋଷ୍ଟାଲ ଫିକ୍ସ ଡିପୋଜିଟରେ ବାର୍ଷିକ 8.05 ପର୍ଯ୍ୟନ୍ତ ସୁଧ ପ୍ରଦାନ କରିଥାଏ। ତେବେ ସମସ୍ତ ଫିକ୍ସ ଡିପୋଜିଟ ଉପରେ ଟାକ୍ସ ପଡିଥାଏ। Interest From All Fixed Deposits is Taxable 

( ଏଥିରେ ଦିଆଯାଇଥିବା ଫିକ୍ସଡ୍ ଡିପୋଜିଟ ସୁଧ ହାର ସେହି ସଂସ୍ଥାର ୱେବସାଇଟରୁ ତଥ୍ୟ ନିଆଯାଇଛି। ଏହା ପରିବର୍ତ୍ତନଶୀଳ)

Fixed Deposit Fixed Deposit Rate Non-Banking Financial Company ଫିକ୍ସଡ ଡିପୋଡିଟ
Share. Facebook Twitter LinkedIn Email WhatsApp Copy Link

Related Posts

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025
Latest News

ତୃତୀୟ ସର୍ବ ଭାରତୀୟ କ୍ରିକେଟ ଚାମ୍ପିୟନସିପ୍: ଚମ୍ପିଆନ ଟିମକୁ ଟ୍ରଫି ପ୍ରଦାନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

November 17, 2025

ଭାରତ-ଆମେରିକା ମଧ୍ୟରେ ଏଲପିଜି ଚୁକ୍ତିନାମା

November 17, 2025

ରବିନ୍ଦ୍ର ଜାଡେଜା କାହିଁକି ୪ କୋଟି  କମରେ CSK ଛାଡିଲେ?: କାରଣ ବଖାଣିଲେ ପୂର୍ବତନ କ୍ରିକେଟର 

November 17, 2025

ସାଉଦି ଆରବରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୪୨ ଭାରତୀୟଙ୍କ ମୃତ୍ୟୁ ଆଶଙ୍କା

November 17, 2025

ବିହାର ପାଇଁ କ୍ୟାବିନେଟ ଫର୍ମୁଲା ସ୍ଥିର, ନୀତିଶ ହେବେ ମୁଖ୍ୟମନ୍ତ୍ରୀ, ବିଜେପି ପାଇବ ଦୁଇ ଉପମୁଖ୍ୟମନ୍ତ୍ରୀ!

November 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.