Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉତ୍ତରାଖଣ୍ଡରେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ : ୯ ମୃତ
ଆଜିର ଖବର

ଉତ୍ତରାଖଣ୍ଡରେ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ : ୯ ମୃତ

August 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରାଖଣ୍ଡ ତେହରିରେ ଏକ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି  । ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସଟି ଖାଇ ମଧ୍ୟକୁ ଖସିଯିବାରୁ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଉତ୍ତରାଖଣ୍ଡ ତେହରି ଗରୱାଲ କାଙ୍ଗସାଲିରେ ଏକ ସ୍କୁଲ ବସ ୧୮ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ଏହି ସ୍କୁଲ ବସଟି ଖାଇରେ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଛି । ଏହି ଅଘଟଣରେ ୭ଜଣ ସ୍କୁଲ ପିଲାଙ୍କ ମୃତ୍ୟୁ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ଏଡିଆରଏଫ ଟିମ ପହଞ୍ଚି ଆହତଙ୍କୁ ଉଦ୍ଧାର କାର୍ଯ୍ୟ ଜାରି କରିଛି । ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଏହି ଦୁର୍ଘଟଣାରେ କିଛି ପିଲାଙ୍କ ହାତ, ଗୋଡ଼ ଓ ଚେହେରାରେ ଗଭୀର ଆଘାତ ଲାଗିଛି। ମୃତ ଶିଶୁଙ୍କ ପରିଚୟ ମଧ୍ୟ ଠିକ୍‌ରେ ହୋଇପାରିନାହିଁ ।  ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି । ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026
Latest News

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.