Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ
ଆଜିର ଖବର

ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ

November 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ
ଚୋରି ସୁନା ଅଳଙ୍କାର ଜବତ, ୪ ଗିରଫ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ଚାରମାଳ ଓ ଯୁଯୁମୁରା ଥାନାର ବିଭିନ୍ନ ସ୍ଥାନରୁ ଗତ କିଛି ମାସ ହେଲା ଚୋରି ହେବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଶନିବାର ସନ୍ଧ୍ୟାରେ ରେଢ଼ାଖୋଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ରେଢ଼ାଖୋଲ ଏସ୍ଡ଼ିପିଓ ସୂଚନା ଦେଇ ପ୍ରକାଶ କରିଛନ୍ତି ଯେ, ଗତ ୧୯ ତାରିଖରେ ଚାରମାଳ ଥାନା ଅନ୍ତର୍ଗତ ପଣ୍ଡକିମାଳ ଗ୍ରାମର ଜଣେ ମହିଳାଙ୍କ ଘରୁ ସୁନାହାର ଓ କାନଫୁଲ ଚୋରି ହୋଇଥିଲା। ଏନେଇ ମହିଳା ଜଣଙ୍କ ଚାରମାଳ ଥାନାରେ ଅଭିଯୋଗ ପରେ ପୋଲିସ ଏଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ନିର୍ଦ୍ଦେଶ କ୍ରମେ ଯୁଯୁମୁରା ଓ ଚାରମାଳ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିବା ସହ ତଦନ୍ତ କରି ବିଭିନ୍ନ ସ୍ଥାନରେ ଛାନ ଭିନ୍ କରି ଚୋରଦୁଇ ଜଣଙ୍କୁ ଗିରଫ କରିଥିଲେ।

ଗିରଫ ମାନେ ହେଲେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭଦ୍ରା ଗ୍ରାମର ବିମଳ ରାଜହଂସ ଓ ଅତୁଲ୍ୟ କର ଏହି ଦୁଇଜଣ ଚୋରି କରି ଚୋରି ସାମଗ୍ରୀ ସବୁ ଧନୁପାଲିର ବ୍ରାହ୍ମଣ ପଡ଼ାରେ ଦୁଇ ଟି ସୁନା ଦୋକାନରେ ବିକ୍ରି କରୁଥିଲେ। ଦୁଇ ସୁନା ଦୋକାନୀ ହେଲେ ସୁରଜ ସାହୁ ଓ ପରେସ ସାହୁ ସେମାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଚୋରି ସୁନା ଗହଣା ସବୁ ଜବତ କରି ଶନିବାର ଅପରାହ୍ନ ୫ଟା ସମୟରେ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ଏସପିଓ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି।

ଚାରମାଳ ଯୁଯୁମୁରା ଥାନା ସମ୍ବଲପୁର ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବିଜୟ ନାୟକଙ୍କ ରଚିତ ଗଳ୍ପ ସଂକଳନ ‘ସୁବ୍ରତ ଏବେ କେଉଁଠି ‘ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

December 14, 2025

ଆଜି ୧୪ ତାରିଖ ରବିବାରରେ ଏହି ୬ ଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ

December 14, 2025

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025
Latest News

ବିଜୟ ନାୟକଙ୍କ ରଚିତ ଗଳ୍ପ ସଂକଳନ ‘ସୁବ୍ରତ ଏବେ କେଉଁଠି ‘ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

December 14, 2025

ଆଜି ୧୪ ତାରିଖ ରବିବାରରେ ଏହି ୬ ଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ

December 14, 2025

ପ୍ରଖ୍ୟାତ ସାହିତ୍ୟିକ ବିଜୟ ନାୟକଙ୍କ ଗଳ୍ପ ପୁସ୍ତକ ‘ସୁବ୍ରତ ଏବେ କେଉଁଠି’ କୁ ଉନମୋଚନ କଲେ ମୁଖ୍ୟମନ୍ତ୍ରୀ

December 13, 2025

ଟଳିଲା ବଡ଼ ଦୁର୍ଘଟଣା: ଅବତରଣ ସମୟରେ ରନୱେରେ ଧକ୍କା ଦେଲା ଭୁବନେଶ୍ଵରରୁ ରାଞ୍ଚି ଯାଉଥିବା ବିମାନ

December 13, 2025

ସୋମବାରଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ, ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଉତ୍ସାହ

December 13, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.