Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟ ରେ ଛାତ୍ର ଧର୍ମଘଟ ଆରମ୍ଭ, କଲେଜ ବନ୍ଦ 
ଆଜିର ଖବର

ରାଜ୍ୟର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟ ରେ ଛାତ୍ର ଧର୍ମଘଟ ଆରମ୍ଭ, କଲେଜ ବନ୍ଦ 

November 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟର ୭ଟି ସରକାରୀ ଆୟୁଷ
ରାଜ୍ୟର ୭ଟି ସରକାରୀ ଆୟୁଷ ମହାବିଦ୍ୟାଳୟ ରେ ଛାତ୍ର ଧର୍ମଘଟ ଆରମ୍ଭ, କଲେଜ ବନ୍ଦ 

ଭୁବନେଶ୍ୱର: ୮ଦଫା ଦାବି ନେଇ ଆଜି ସକାଳ୮ ଟା ଠାରୁ ରାଜ୍ୟର ବିଭିନ୍ୟ ସ୍ଥାନରେ ଥିବା ସାତୋଟି ସରକାରୀ ଆୟୁଷ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ କଲେଜ ଓ କାର୍ଯ୍ୟାଳୟ କୁ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି। ପୁରୀସ୍ଥିତ ଗୋପବନ୍ଧୁ ଆୟୁବେଦ ମହାବିଦ୍ୟାଳୟ,ଗଂଜାମ ଜିଲ୍ଲାର ଅଙ୍କୁସପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ ସମେତ କଲେଜଗୁଡିକରେ ଶତାଧିକ ଛାତ୍ରଛାତ୍ରୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲେଜ ବନ୍ଦ ଡାକରା ଦେଇ ଧର୍ମଘଟକୁ ଓଲ୍ହାଇଛନ୍ତି।

ଏଥିରେ ଆୟୁଷ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ବାଧାପ୍ରାପ୍ତ ସହିତ କଲେଜ କାର୍ଯ୍ୟାଳୟ ଗୁଡିକ ପ୍ରଭାବିତ ହୋଇଛି। କଲେଜ ହସ୍ପିଟାଲରେ ହାଉସ ସର୍ଜନ ମାନେ କଳାବ୍ୟାଚ ପିନ୍ଧି ହସ୍ପିଟାଲରେ ସେବା ଦେଉଥିବା ବେଳେ ଏହି ଛାତ୍ର ଧର୍ମଘଟ କୁ ପୂର୍ଣ ସମର୍ଥନ ଦେଇଛନ୍ତି।ସେଇଭଳି ଆୟୁଷ ପିଜି ଛାତ୍ରଛାତ୍ରୀ ସଂଘ,ଓଡ଼ିଶା ଆୟୁଷ ଡାକ୍ତର ସଂଘ, ଆୟୁର୍ବେଦ କଂଗ୍ରେସ ଆଦି ବହୁ ଆୟୁଷ ସଂଘ ଏହି ଛାତ୍ର ଆନ୍ଦୋଳନକୁ ପୂର୍ଣ ସମର୍ଥନ କରିଛନ୍ତି।

ରାଜ୍ୟରେ ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ବାହୁଦିନ ର ଦାବୀ ଡାଇନାମିକ ଭତ୍ତା ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପରିଚାଳନା କମିଟିର ପୂର୍ଣ୍ଣ ଗଠନ, ଆୟୁଷ ପ୍ରଗତି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ନୀତି ରେ ଆୟୁଷ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବଜେଟ,ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କୁ ଆୟୁଷ ସ୍ୱାସ୍ଥ୍ୟ ପାଇଁ ସଚେତନତା ଅଭିଯାନ ସୃଷ୍ଟି ଓ ସ୍ୱତନ୍ତ୍ର ସ୍ୱତନ୍ତ୍ର ଆୟୁଷ ବିଭାଗ ପ୍ରତିଷ୍ଠା ଆଦି ୮ ଦଫା ଦାବି ନେଇ ଦୀର୍ଘ ବର୍ଷ ଧରି ରାଜ୍ୟ ଆୟୁଷ ଛାତ୍ର ସଂସଦ ଓ ଆୟୁଷ ର ବିଭିନ୍ନ ରାଜ୍ୟ ସ୍ତରୀୟ ସଂଗଠନ ଦାବୀକରି ସରକାର ଙ୍କ ସହିତ ଆଲୋଚନା କରି ଆସୁଛନ୍ତି।

ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସକାରତ୍ମକ ପଦକ୍ଷେପ ନ ନିଆଯିବ ଦ୍ୱାରା ଆଜି ନିରାଶ ହୋଇ ଶେଷରେ ସକାଳୁ ଦିନ ୮ଟାରୁ ଠାରୁ ସମସ୍ତ ଆୟୁଷ କଲେଜ ତାଲା ବନ୍ଦ ସହିତ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକିଛି।

ଆୟୁଷ ଆୟୁଷ କଲେଜ ଆୟୁଷ ଛାତ୍ର ସଂଗଠନ ସରକାରୀ ଆୟୁଷ କଲେଜ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026

ଶଙ୍କରାଚାର୍ଯ୍ୟଙ୍କୁ ବଡ଼ ଝଟକା: ଯୌନ ନିର୍ଯାତନା ମାମଲାରେ ଦାଖଲ ହେବ ଏଫଆଇଆର

February 21, 2026
Latest News

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.