Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିକିତ୍ସାଧୀନ ଆତ୍ମାହୂତି ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଆଜିର ଖବର

ଚିକିତ୍ସାଧୀନ ଆତ୍ମାହୂତି ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

December 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Rourkela: Mukesh Mahaling Reviews Smriti Toppo's Condition
Rourkela: Mukesh Mahaling Reviews Smriti Toppo's Condition

ରାଉରକେଲା: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରାଉରକେଲା ଆଇଜିଏଚରେ ଚିକିତ୍ସାଧୀନ ଆତ୍ମାହୂତି ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଏହି ନାବାଳିକା କଲେଜ ଛାତ୍ରୀ ଜଣେ ଅସାମାଜିକ ଯୁବକଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କ ଶରୀରର ୯୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ପୀଡ଼ିତା ଛାତ୍ରୀଙ୍କୁ ରାଉରକେଲା ଆଇଜିଏଚରେ ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଆଇଜିଏଚ୍ ପରିସରରେ ଡାକ୍ତରଙ୍କ ସହ କଥା ହୋଇ ପୀଡ଼ିତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆବଶ୍ୟକ ହେଲେ ତାଙ୍କୁ ଭୁବନେଶ୍ବର କିମ୍ବା ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଘଟଣା ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ କଥା ହୋଇଛନ୍ତି। ସେ ମଧ୍ୟ ପୀଡ଼ିତାଙ୍କ ମାଆଙ୍କ ସହିତ ଆଲୋଚନା କରିଛନ୍ତି।

Mukesh Mahaling rourkela Smriti Toppo ରାଉରକେଲା ଆଇଜିଏଚ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋ ସଙ୍କଟ: ବିମାନ ଚାଳନା ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ରର ପଦକ୍ଷେପ

December 8, 2025

Panchanga 8th Dec 25: ଆଜିର ପଞ୍ଚାଙ୍ଗ କଣ ରହିଛି, ଆଜି କେତେବେଳେ ଶୁଭ ଓ ଅଶୁଭ ମୁହୂର୍ତ୍ତ

December 8, 2025

ଆଜି ଡିସେମ୍ବର ୮ ତାରିଖ ସୋମବାର: ଆଜି କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ ବିସ୍ତୃତ ରାଶିଫଳ

December 8, 2025

ଏବେ ଆମେରିକାକୁ ଝଟକା ଦେଲା ଏହି ଦେଶ: ହକ୍ ବଦଳରେ ଭାରତଠାରୁ କିଣିବ SAM କ୍ଷେପଣାସ୍ତ୍ର

December 7, 2025
Latest News

ଚିକିତ୍ସାଧୀନ ଆତ୍ମାହୂତି ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ

December 8, 2025

ଇଣ୍ଡିଗୋ ସଙ୍କଟ: ବିମାନ ଚାଳନା ଅସୁବିଧାକୁ ଦୂର କରିବା ପାଇଁ କେନ୍ଦ୍ରର ପଦକ୍ଷେପ

December 8, 2025

Panchanga 8th Dec 25: ଆଜିର ପଞ୍ଚାଙ୍ଗ କଣ ରହିଛି, ଆଜି କେତେବେଳେ ଶୁଭ ଓ ଅଶୁଭ ମୁହୂର୍ତ୍ତ

December 8, 2025

ଆଜି ଡିସେମ୍ବର ୮ ତାରିଖ ସୋମବାର: ଆଜି କେମିତି କଟିବ ଆପଣଙ୍କ ଦିନ, ପଢନ୍ତୁ ବିସ୍ତୃତ ରାଶିଫଳ

December 8, 2025

ଘଟଗାଁ ମା’ ତାରିଣୀ ପୀଠର ଉନ୍ନତିକରଣ ନିମନ୍ତେ ୩୧୨ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.