Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»VinFast’s Record Sale: ବଜାରରେ ଇତିହାସ ସୃଷ୍ଟି କଲା ଭିନଫାଷ୍ଟ ଇଭି, ଅକ୍ଟୋବରରେ 20,380 କାର ବିକ୍ରି
ଆଜିର ଖବର

VinFast’s Record Sale: ବଜାରରେ ଇତିହାସ ସୃଷ୍ଟି କଲା ଭିନଫାଷ୍ଟ ଇଭି, ଅକ୍ଟୋବରରେ 20,380 କାର ବିକ୍ରି

December 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
VinFast's Record Sale:
VinFast's Record Sale: ବଜାରରେ ଇତିହାସ ସୃଷ୍ଟି କଲା ଭିନଫାଷ୍ଟ ଇଭି, ଅକ୍ଟୋବରରେ 20,380 କାର ବିକ୍ରି

VinFast’s Record Sale: ନୂଆକରି ବଜାରରେ ପ୍ରବେଶ କରିଥିବା ଅନ୍ୟତମ ଇଭି ନିର୍ମାତା ଭିନଫାଷ୍ଟ ଅଟୋ ବର୍ତ୍ତମାନ ଭିଏତନାମ୍ ବଜାରରେ ଇତିହାସ ସୃଷ୍ଟି କରିଛି। କେବଳ ଅକ୍ଟୋବର ମାସରେ କଂପାନୀ 20,380 ଟି କାର ବିକ୍ରି କରିଛି। ଏହା ଦଶ ମାସରେ ମୋଟ 124,264 କୁ ବୃଦ୍ଧି କରିଛି। ଏହା ଭିଏତନାମ ଅଟୋମୋଟିଭ୍ ଇତିହାସରେ ଅଭୂତପୂର୍ବ ବୋଲି ବର୍ଣ୍ଣନା କରାଯାଇଛି।

ଭିଏତନାମ ଦେଶର ଏହି କଂପାନୀ ଖୁବ କମ ସମୟରେ ଏକ ଲୋକପ୍ରିୟ କାର ନିର୍ମାତା ଭାବରେ ପରିଚିତ ହୋଇପାରିଛି। ଏହି କଂପାନୀ ଭାରତରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିଛି। ଚେନ୍ନାଇରେ ଭିନଫାଷ୍ଟ କାର ନିର୍ମାଣ କରିବା ସହିତ ସେଠାରେ ବିକ୍ରି ମଧ୍ୟ ଆରମ୍ଭ କରିସାରିଛି। ଏଥିସହିତ କଂପାନୀ ଦିଲ୍ଲୀ ଗୁରୁଗାଓଁ ରେ ଏହାର ସୋରୁମ ଖୋଲିଛି। ମୁଖ୍ୟତଃ ଦୃଢ ଶକ୍ତି ଏବଂ ନୋ ଡିଫେକ୍ଟ ପାଇଁ ଏହି କାର ବଜାରରେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି। ଏହି କଂପାନୀ କେବଳ ଇଲେଟ୍ରିକ ଭେଇକଲ ନିର୍ମାଣ କରିଥାଏ।

EV VinFast VinFast's Record Sale ଇଲେଟ୍ରିକ ଭେଇକଲ ଭିନଫାଷ୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦରେ ତିନୋଟି ବିମାନକୁ ଏକକାଳୀନ ବୋମା ଧମକ, ବିମାନବନ୍ଦରରେ ହାଇ ଆଲର୍ଟ ଜାରି

December 8, 2025

ଆଜି ଫୋନ ରିଚାର୍ଜ କଲେ, 2026 ଶେଷ ଯାଏଁ ଆଉ ଚିନ୍ତା ନାହିଁ, ଦେଖନ୍ତୁ Jio ଏବଂ Airtel ର ବାର୍ଷିକ ଯୋଜନା

December 8, 2025

ଭୁବନେଶ୍ୱରର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

December 8, 2025

ପୁରୀରେ ଆୟୋଜିତ ଗ୍ଲୋବାଲ ଏନର୍ଜି ଲିଡର ସମ୍ମିଳନୀ ଉଦଯାପିତ

December 8, 2025
Latest News

VinFast’s Record Sale: ବଜାରରେ ଇତିହାସ ସୃଷ୍ଟି କଲା ଭିନଫାଷ୍ଟ ଇଭି, ଅକ୍ଟୋବରରେ 20,380 କାର ବିକ୍ରି

December 8, 2025

ହାଇଦ୍ରାବାଦରେ ତିନୋଟି ବିମାନକୁ ଏକକାଳୀନ ବୋମା ଧମକ, ବିମାନବନ୍ଦରରେ ହାଇ ଆଲର୍ଟ ଜାରି

December 8, 2025

ରୋହିଙ୍ଗ୍ୟା ଏବଂ ଅନୁପ୍ରବେଶକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ?: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ପଷ୍ଟ ବୟାନ

December 8, 2025

ଆଜି ଫୋନ ରିଚାର୍ଜ କଲେ, 2026 ଶେଷ ଯାଏଁ ଆଉ ଚିନ୍ତା ନାହିଁ, ଦେଖନ୍ତୁ Jio ଏବଂ Airtel ର ବାର୍ଷିକ ଯୋଜନା

December 8, 2025

ଭୁବନେଶ୍ୱରର ପ୍ରସିଦ୍ଧ ତଥା ପ୍ରାଚୀନ ଶୈବ ପୀଠ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.