Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି
ଆଜିର ଖବର

ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

December 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆମରଣ ଅନଶନ
ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଦୀର୍ଘ ଏକ ମାସ ଧରି ଆନ୍ଦୋଳନ ଆରମ୍ଭ କରି ଶେଷରେ ସୋମବାର ଦିନ ସକାଳୁ ଆମରଣ ରେ ଥିବା ପୁରୀ ଗୋପବନ୍ଧୁ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ର ଶେଷ ବର୍ଷ ଛାତ୍ର ନିଗମ ପ୍ରସାଦ ନନ୍ଦ ଗୁରୁତର ଅସୁସ୍ଥ ହୋଇ ପୁରୀ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ନୂତନ ଆୟୁଷ ମେଡ଼ିକାଲ ଅଧିକାରୀ ପଦବୀ ସୃଷ୍ଟି, ଆୟୁଷ ପିଜି ଓ ପିଏଚଡ଼ି ପାଠ୍ୟକ୍ରମ ସିଟ ବୃଦ୍ଧି, ହାଉସ ସର୍ଜନ ଙ୍କ ବାହୁଦିନ ର ଦାବୀ ଡାଇନାମିକ ଭତ୍ତା ବୃଦ୍ଧି, ସମସ୍ତ ଆୟୁଷ କଲେଜରେ ପରିଚାଳନା କମିଟିର ପୂର୍ଣ୍ଣ ଗଠନ, ଆୟୁଷ ପ୍ରଗତି ପାଇଁ ରାଜ୍ୟ ସ୍ଵାସ୍ଥ୍ୟ ନୀତି ରେ ଆୟୁଷ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବଜେଟ,ସ୍ଵାସ୍ଥ୍ୟ ସୁବିଧା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କୁ ଆୟୁଷ ସ୍ୱାସ୍ଥ୍ୟ ପାଇଁ ସଚେତନତା ଅଭିଯାନ ସୃଷ୍ଟି ଓ ସ୍ୱତନ୍ତ୍ର ଆୟୁଷ ବିଭାଗ ସୃଷ୍ଟି ଆଦି ୮ ଦଫା ଦାବି ନେଇ ଦୀର୍ଘ ବର୍ଷ ଧରି ରାଜ୍ୟ ଆୟୁଷ ଛାତ୍ର ସଂସଦ ଓ ଆୟୁଷ ର ବିଭିନ୍ନ ରାଜ୍ୟ ସ୍ତରୀୟ ସଂଗଠନ ଦାବୀକରି ସରକାର ଙ୍କ ସହିତ ଆଲୋଚନା କରି ବିଫଳ ହୋଇଛନ୍ତି।

ପୁରୀସ୍ଥିତ ଗୋପବନ୍ଧୁ ଆୟୁବେଦ ମହାବିଦ୍ୟାଳୟ,ଗଂଜାମ ଜିଲ୍ଲାର ଅଙ୍କୁସପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ,ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ,ଭୁବନେଶ୍ୱର ସ୍ଥିତ ଡା ଅଭିଣ୍ୟ ଚନ୍ଦ୍ର ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ସମ୍ବଲପୁର ସ୍ଥିତ ଓଡ଼ିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଆଣ୍ଡ ରିସର୍ଚ୍ଚ, ରାଉରକେଲା ସ୍ଥିତ ଉତ୍କଳମଣୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ର ୧୮୦୦ ଛାତ୍ରଛାତ୍ରୀ ଗତ ସୋମବାର ରୁ ଅନଶନ ରେ ବସିଛନ୍ତି।

ଆମରଣ ଅନଶନ ଆୟୁଷ ଛାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାର ଢାଞ୍ଚାରେ ପରିବର୍ତ୍ତନ

December 9, 2025

ରାଜସୁନାଖଳା ମହୋତ୍ସବ କାଉଁରୀ ଉଦଘାଟିତ

December 9, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ଜାକର୍ତ୍ତାରେ ବଡ଼ ଧରଣର ଅଗ୍ନିକାଣ୍ଡ!: ୭ ମହଲା କୋଠାରେ ନିଆଁ, ଏପର୍ଯ୍ୟନ୍ତ ୨୦ ମୃତ

December 9, 2025
Latest News

ସୁରକ୍ଷା ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ୍ ସେବାର ଢାଞ୍ଚାରେ ପରିବର୍ତ୍ତନ

December 9, 2025

ରାଜସୁନାଖଳା ମହୋତ୍ସବ କାଉଁରୀ ଉଦଘାଟିତ

December 9, 2025

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ସାଉଦି ଆରବର ଶିକ୍ଷା ମନ୍ତ୍ରୀ ଓ୍ୱାଇ.ବି ଅବଦୁଲ୍ଲା ଅଲ୍-ବେନିଆନ

December 9, 2025

ବାମପନ୍ଥୀ ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

December 9, 2025

ଆମରଣ ଅନଶନ ରେ ବସି ଥିବା ଆୟୁଷ ଛାତ୍ର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

December 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.