Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା
ଆଜିର ଖବର

ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା

December 12, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଥାନାରେ ଏତଲା
ସାନ ଭାଇର ଛୁରୀ ମାଡରେ ବଡ଼ଭାଇ ଗୁରୁତର, ଥାନାରେ ଏତଲା

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଆସ୍କା ଥାନା ଅର୍ନ୍ତଗତ ଆଲିପୁର ପଞ୍ଚାୟତ ଗବନଳା ଗ୍ରାମରେ ପୁରୁଣା ଶତୃତାକୁ ନେଇ ନିଜ ଦଦା ପୁଅ ଭାଇର ଛୁରୀ ମାଡରେ ବଡ଼ଭାଇ ସାଗର ଗୌଡ ଗୁରୁତର ଆହତ ହୋଇଛନ୍ତି। ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆସ୍କା ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଟ୍ରାକ୍ଟର ବ୍ୟବସାୟକୁ ନେଇ ଉଭୟଙ୍କ ମଧ୍ୟରେ ପୁର୍ବରୁ ଶତୃତା ଥିଲା। ଗତକାଲି ସନ୍ଧ୍ୟାରେ ସାଗର କୌଣସି କାମରେ ନିକଟସ୍ଥ ଏକ ଗ୍ରାମକୁ ଯାଉଥିଲାବେଳେ ଚତରା ଶଙ୍ଖ ନିକଟରେ ସାନଭାଇ ଓ କିଛି ଯୁବକ ତାଙ୍କୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଯାହା ଫଳରେ ଗୁରୁତର ଆହତ ଅବସ୍ଥାରେ ପ୍ରାଣ ବିକଳରେ ସାଗର ନିକଟସ୍ଥ ମହାରାଜା ପୁର ଗ୍ରାମକୁ ଚାଲିଯାଇଥିଲେ।

ଏହି ଭଳି ପରିସ୍ଥିତିରେ ପରିବାର ଲୋକେ ତାଙ୍କୁ ଆସ୍କା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ଓ ସେଠାରୁ ଫେରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ନଂ ୭୧୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ଆଲିପୁର ପଞ୍ଚାୟତ ଆସ୍କା ଥାନା ଛୁରୀ ମାଡ ଥାନାରେ ଏତଲା ବଡ଼ଭାଇ ଗୁରୁତର
Share. Facebook Twitter LinkedIn Email WhatsApp Copy Link

Related Posts

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026

ନୂଆବର୍ଷର ପ୍ରଥମ ଦିନରେ ମହଙ୍ଗା ମାଡ଼: ୧୧୧ ଟଙ୍କା ବୃଦ୍ଧି ପାଇଲା LPG ସିଲିଣ୍ଡରର ମୂଲ୍ୟ

January 1, 2026

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026
Latest News

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିବା ମହଙ୍ଗା ପଡିଲା; ଏୟାର ଇଣ୍ଡିଆର ପାଇଲଟ୍ ଅଟକ

January 1, 2026

ଫେବୃଆରୀ ୧ରୁ ମହଙ୍ଗା ହେବ ସିଗାରେଟ୍ ପିଇବା: ଉତ୍ପାଦ ଶୁଳ୍କ ବୃଦ୍ଧି କଲେ ସରକାର 

January 1, 2026

ନୂଆବର୍ଷର ପ୍ରଥମ ଦିନରେ ମହଙ୍ଗା ମାଡ଼: ୧୧୧ ଟଙ୍କା ବୃଦ୍ଧି ପାଇଲା LPG ସିଲିଣ୍ଡରର ମୂଲ୍ୟ

January 1, 2026

ଆଣ୍ଟିବାୟୋଟିକର ବ୍ୟବହାର ନେଇ ସଚେତନ କଲେ ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

January 1, 2026

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

January 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.