Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ
ଆଜିର ଖବର

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ
ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ସମ୍ବଲପୁର ମଣ୍ଡଳର ସମ୍ବଲପୁର- ସରଲା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନଗୁଡିକର ବାତିଲ ଏବଂ ଗତିପଥ ପରିବର୍ତ୍ତନ।

ବାତିଲ ହେଉଥିବା ଟ୍ରେନଗୁଡିକ:

୧- ଟ୍ରେନ ନମ୍ବର ୫୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୨- ଟ୍ରେନ ନମ୍ବର ୫୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୩- ଟ୍ରେନ ନମ୍ବର ୫୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୪- ଟ୍ରେନ ନମ୍ବର ୫୮୨୧୮ ରାୟପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ:

୧-ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସରଳା-ସମ୍ବଲପୁର-ସମ୍ବଲପୁର ସିଟି ରୁଟ୍ ପରିବର୍ତ୍ତେ ସରଳା-ସମ୍ବଲପୁର ସିଟି ରୁଟ୍ ଦେଇ ଚଳାଚଳ କରିବ।

୨- ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ରୁଟ୍ ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳାଚଳ କରିବ।

୩- ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ (JCO) ୦୬.୦୧.୨୦୨୬ ରେ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳାଚଳ କରିବ।

ଗତିପଥର ପରିବର୍ତ୍ତନ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ବାତିଲ ସମ୍ବଲପୁର- ସରଲା
Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ମଣ୍ଡପରେ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଦୁଇ ସାଧକଙ୍କୁ ମିଳିଲା ସମ୍ମାନ

January 4, 2026

ପୂର୍ବତଟ ରେଲପଥର ଏହି ଟ୍ରେନଗୁଡିକ ଚଳାଚଳରେ ହେଲା ବଡ ପରିବର୍ତ୍ତନ, ଦେଖନ୍ତୁ ପୁରା ତାଲିକା

January 4, 2026

ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

January 4, 2026

ବିଧାନସଭା ସଦସ୍ୟତା ପଦ ହରାଇବେ ବିଧାୟକ, ଖୁବ ଶିଘ୍ର ଆସନ ହେବ ଖାଲି

January 4, 2026
Latest News

ଜାତୀୟ ଭଲିବଲ ଟୁର୍ଣ୍ଣାମେଣ୍ଟକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

January 4, 2026

ରବିନ୍ଦ୍ର ମଣ୍ଡପରେ ସଂଗୀତଜ୍ଞ ସୁମନ୍ତ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଦୁଇ ସାଧକଙ୍କୁ ମିଳିଲା ସମ୍ମାନ

January 4, 2026

ପୂର୍ବତଟ ରେଲପଥର ଏହି ଟ୍ରେନଗୁଡିକ ଚଳାଚଳରେ ହେଲା ବଡ ପରିବର୍ତ୍ତନ, ଦେଖନ୍ତୁ ପୁରା ତାଲିକା

January 4, 2026

ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

January 4, 2026

ବିଧାନସଭା ସଦସ୍ୟତା ପଦ ହରାଇବେ ବିଧାୟକ, ଖୁବ ଶିଘ୍ର ଆସନ ହେବ ଖାଲି

January 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.