Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ
ଆଜିର ଖବର

ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

January 3, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ
ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ବାତିଲ ଏବଂ ଗତିପଥରେ ପରିବର୍ତ୍ତନ ହେବ ଏହି ସବୁ ଟ୍ରେନ

ଭୁବନେଶ୍ଵର: ସମ୍ବଲପୁର ମଣ୍ଡଳର ସମ୍ବଲପୁର- ସରଲା ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନଗୁଡିକର ବାତିଲ ଏବଂ ଗତିପଥ ପରିବର୍ତ୍ତନ।

ବାତିଲ ହେଉଥିବା ଟ୍ରେନଗୁଡିକ:

୧- ଟ୍ରେନ ନମ୍ବର ୫୮୨୧୩ ଟିଟଲାଗଡ଼-ବିଳାସପୁର ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୨- ଟ୍ରେନ ନମ୍ବର ୫୮୨୧୪ ବିଳାସପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୩- ଟ୍ରେନ ନମ୍ବର ୫୮୨୧୭ ଟିଟଲାଗଡ଼-ରାୟପୁର ପାସେଞ୍ଜର (JCO) ୦୩.୦୧.୨୦୨୬ ରୁ ୦୫.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

୪- ଟ୍ରେନ ନମ୍ବର ୫୮୨୧୮ ରାୟପୁର-ଟିଟଲାଗଡ଼ ପାସେଞ୍ଜର (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।

ଟ୍ରେନଗୁଡ଼ିକର ଗତିପଥ ପରିବର୍ତ୍ତନ:

୧-ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସରଳା-ସମ୍ବଲପୁର-ସମ୍ବଲପୁର ସିଟି ରୁଟ୍ ପରିବର୍ତ୍ତେ ସରଳା-ସମ୍ବଲପୁର ସିଟି ରୁଟ୍ ଦେଇ ଚଳାଚଳ କରିବ।

୨- ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ (JCO) ୦୪.୦୧.୨୦୨୬ ରୁ ୦୬.୦୧.୨୦୨୬ ପର୍ଯ୍ୟନ୍ତ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ରୁଟ୍ ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳାଚଳ କରିବ।

୩- ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା-ଅମୃତସର ଏକ୍ସପ୍ରେସ (JCO) ୦୬.୦୧.୨୦୨୬ ରେ ସମ୍ବଲପୁର ସିଟି-ସମ୍ବଲପୁର-ସରଳା ପରିବର୍ତ୍ତେ ସମ୍ବଲପୁର ସିଟି-ସରଳା ରୁଟ୍ ଦେଇ ଚଳାଚଳ କରିବ।

ଗତିପଥର ପରିବର୍ତ୍ତନ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ବାତିଲ ସମ୍ବଲପୁର- ସରଲା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବନ୍ୟା ପ୍ରଭାବିତଙ୍କ ପାଇଁ ଦଶହରା ପୂର୍ବରୁ ସରିବ କ୍ଷତିପୂରଣ ବଣ୍ଟନ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

October 1, 2026

ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ

October 1, 2026

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026
Latest News

ଜିମ୍ବାୱେରେ ହେଲିକପ୍ଟର ଦୁର୍ଘଟଣା: ବ୍ୟବସାୟୀ ୱିକନେଲ୍, ତାଙ୍କ ପତ୍ନୀଙ୍କ ସମେତ ୬ ମୃତ

October 1, 2026

ବାସି ରୁଟି ଫୋପାଡ଼ୁଛନ୍ତି କି? ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା

October 1, 2026

‘ନୂଆ ଭୋଟରମାନଙ୍କୁ ପିତାମାତାଙ୍କ ବିବରଣୀ ଦେବାକୁ ପଡ଼ିବ ନାହିଁ’: ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି

October 1, 2026

ଆଜି ଦିଲ୍ଲୀରେ ମହାନଦୀ ଜଳ ବିବାଦ ସମାଧାନ ବୈଠକ

October 1, 2026

ବିମାନକୁ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ଭାରତୀୟ ପାଇଲଟ୍‌ଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.