Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରିଣ ସଭାପତି, ସିଡ୍ଲୁସି ବୈଠକରେ ନିଆଗଲା ନିଷ୍ପତି
ଆଜିର ଖବର

ସୋନିଆ ଗାନ୍ଧି ହେଲେ କଂଗ୍ରେସର ଅନ୍ତରିଣ ସଭାପତି, ସିଡ୍ଲୁସି ବୈଠକରେ ନିଆଗଲା ନିଷ୍ପତି

August 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Former Congress President and UPA chairperson Sonia Gandhi along with Congress leader Rahul Gandhi, former PM Manmohan Singh Senior congress leader A. K. Antony and others during Congress Working Committee (CWC) meeting at AICC office in New Delhi on Tuesday. UNI PHOTO-JA5U
Former Congress President and UPA chairperson Sonia Gandhi along with Congress leader Rahul Gandhi, former PM Manmohan Singh Senior congress leader A. K. Antony and others during Congress Working Committee (CWC) meeting at AICC office in New Delhi on Tuesday. UNI PHOTO-JA5U

ସମୀକ୍ଷା ବ୍ୟୁରୋ

ଆଜି ଦିନ ତମାମ କଂଗ୍ରେସ କାର୍ଯ୍ୟକାରୀଣି କମିଟ ବୈଠକରେ କସରତ ପରେ ସୋନିଆ ଗାନ୍ଧିଙ୍କୁ ଅନ୍ତରିଣ ସଭାପତି ଭାବେ ନିର୍ବାଚିତ କରାଯାଇଛି। କଂଗ୍ରେସ କାର୍ଯ୍ୟାଳୟରେ ବସିଥିବା ଏହି କମିଟ ବୈଠକରେ ଏପରି ନିଷ୍ପତି କରାଯାଇଛି ବୋଲି ବରିଷ୍ଠ ନେତା ଗୁଲାମନବୀ ଆଜାଦ କହିଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ପ୍ରଥମେ ରାହୁଳ ଗାନ୍ଧୀଙ୍କୁ ପୁଣି ଥରେ ସଭାପତି ହେବା ପାଇଁ ଅନୁରୋଧ କରାଯାଇଥିଲା। ହେଲେ ସେ ସଭାପତି ହେବେ ନାହିଁ ବୋଲି ପୁଣି ଥରେ ମନା କରିଦେଲେ। ଏହାପରେ କାର୍ଯ୍ୟକାରିଣୀ କମିଟ, ସଭାପତି ବାଛିବା ପାଇଁ ଏକ କମିଟ ଗଠନ କରାଗଲା। ଆଉ ସେହି କମିଟରେ ସୋନିଆ ରାହୁଳ ଏବଂ ପ୍ରିୟଙ୍କାଙ୍କ ସହିତ ଅନ୍ୟମାନେ ରହିବେ ବୋଲି ଘୋଷଣା କରାଗଲା। ହେଲେ ଶେଷ ମୂହୁର୍ତ୍ତରେ ଏହି କମିଟରେ ଗାନ୍ଧି ପରିବାରର କେହି ରହିବେ ନାହିଁ ବୋଲି ରାହୁଳ କହିଲେ। ତାପରେ ପୁଣି ଥରେ କସରତ ଆରମ୍ଭ ହେଲା କିଏ ହେବ ସଭାପତି। ହେଲେ ଶେଷ ପର୍ଯ୍ୟନ୍ତ କୌଣସି ନିଷ୍କର୍ସ ବାହାରିପାରିଲା ନାହିଁ। ଫଳରେ କାର୍ଯ୍ୟକାରୀ କମିଟ ସର୍ବସମ୍ମତି କ୍ରମେ ନିଷ୍ପତି କଲେ ଯେ ନୂଆ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସୋନିଆ ଗାନ୍ଧି ଅନ୍ତରିଣ ସଭାପତି ରହିବେ। ଏଥିରେ ସୋନିଆ ମଧ୍ୟ କୁଆଡେ ରାଜି ହୋଇଚନ୍ତି ବୋଲି ଗଣମାଧ୍ୟକୁ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.