Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାକିସ୍ତାନରେ ମହାରାଜା ରଞ୍ଜିତ ସିଂଙ୍କ ପ୍ରତିମୂର୍ତ୍ତି ଭଙ୍ଗା : 2 ଗିରଫ
ଆଜିର ଖବର

ପାକିସ୍ତାନରେ ମହାରାଜା ରଞ୍ଜିତ ସିଂଙ୍କ ପ୍ରତିମୂର୍ତ୍ତି ଭଙ୍ଗା : 2 ଗିରଫ

August 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନରେ ମହାରାଜା ରଞ୍ଜିତ ସିଂଙ୍କ ଏକ ପ୍ରତିମା ଭଙ୍ଗା ଯାଇଛି । ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ଲାହୋର ସ୍ଥିତ ଏକ ଦୁର୍ଗରେ ଗତ ଜୁନ୍‌ ମାସରେ ମହାରାଜା ରଞ୍ଜିତ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଥିଲା । ଉନ୍ନବିଂଶ ଶତାବ୍ଦୀର ଏହି ଶିଖ୍‌ ସମ୍ପ୍ରଦାୟ ରାଜାଙ୍କ ମୂର୍ତ୍ତିକୁ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ଭଙ୍ଗାଯାଇଛି । ଦୁଇ ଗିରଫ ବ୍ୟକ୍ତି ହେଉଛନ୍ତି ତେହରିକ୍‌ ଲବିକ୍‌ ଏବଂ ମୌଲାନା ଖୈମ୍‌ ରିଜ୍‌ଭି । ଏହି ଘଟଣା ପରେ ଲାହୋର ଦୁର୍ଗର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ତାନିଆ କ୍ୟୁରେସୀ ପ୍ରକାଶ କରିଛନ୍ତି । ଇଦ୍‌ ପରେ ପୁନର୍ବାର ଏହି ପ୍ରତିମୂର୍ତ୍ତିର ନିର୍ମାଣ ହେବ ବୋଲି ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.