ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଫେବୃୟାରୀ ମାସ। ଏହିମାସରେ ଓଡିଆ ମାସ ମାଘ ଶେଷ ହୋଇ ଫାଲଗୁନ ମାସ ମଧ୍ୟ ଆରମ୍ଭ ହୋଇଛି। ଫେବୃୟାରୀ ମାସ ଆରମ୍ଭରେ ପଡିଛି ମାଘ ପୂର୍ଣ୍ଣିମା। ତେବେ ଏହି ମାସରେ କଣ ରହିଛି ବଡ ପର୍ବପର୍ବାଣୀ ଆସନ୍ତୁ ଜାଣିବା
- 1 ଫେବୃୟାରୀ ରବିବାର- ମାଘ ପୂର୍ଣ୍ଣିମା, ଜଗନ୍ନାଥଙ୍କ ଗଜ ଉଦ୍ଧାରଣ ବେଶ
- 13 ଫେବୃୟାରୀ ଶୁକ୍ରବାର- କୁମ୍ଭ ସଂକ୍ରାନ୍ତି ସହିତ ପଙ୍କ ଉଦ୍ଧାର ଏକାଦଶୀ
- 15 ଫେବୃୟାରୀ ରବିବାର- ମହାଶିବ ରାତ୍ରୀ ଓ ଜାଗର ଉପବାସ
- 17 ଫେବୃୟାରୀ ମଙ୍ଗଳବାର– ଅମବାସ୍ୟା
- 26 ଫେବୃୟାରୀ ଗୁରୁବାର- ଫଗୁ ଦଶମୀ, ସୁଦଶା ବ୍ରତ, ଜଗନ୍ନାଥଙ୍କ ଚାଚେରୀ ବେଶ
- 27 ଫେବୃୟାରୀ ଶୁକବାର– ପାପନାସିନୀ ଏକାଦଶୀ


