Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ
ଆଜିର ଖବର

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Motor Cab Fares Fixed for Govt Employee TA Claims
Motor Cab Fares Fixed for Govt Employee TA Claims

ଭୁବନେଶ୍ଵର: ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ବିଭିନ୍ନ ବର୍ଗର ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ବାରା ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ଉଭୟ କାର୍ ଏବଂ ତିନିଚକିଆ ଶ୍ରେଣୀର ଠିକା ଯାନବାହନଗୁଡ଼ିକ ପାଇଁ ଭଡ଼ା ଦର ନିର୍ଦ୍ଧାରିତ ହୋଇଛି।

ଏହି ବିଜ୍ଞପ୍ତି ଅନୁଯାୟୀ, ନିର୍ଦ୍ଧାରିତ ଭଡ଼ା ଦରଗୁଡ଼ିକ ବିଜ୍ଞପ୍ତି ଜାରି ତାରିଖଠାରୁ କାର୍ଯ୍ୟକାରୀ ହେବ ଏବଂ କେବଳ ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା (Travelling Allowance) ଦାବି ଉଦ୍ଦେଶ୍ୟରେ ଲାଗୁ ହେବ।

– ଇ-ରିକ୍ସା /ବ୍ୟାଟେରୀ ଚାଳିତ ରିକ୍ସା: ପ୍ରତି କି.ମି. ୮ ଟଙ୍କା; ସର୍ବନିମ୍ନ ଭଡ଼ା ୩୦ ଟଙ୍କା

– ଅଟୋ ରିକ୍ସା: ପ୍ରତି କି.ମି. ୯ ଟଙ୍କା; ସର୍ବନିମ୍ନ ଭଡ଼ା ୩୦ ଟଙ୍କା

– ସାଧାରଣ ମୋଟର କାର (ସୌଖୀନ A/C ଓ ପ୍ରିମିୟମ ସୌଖୀନ କାର ବ୍ୟତୀତ): ପ୍ରତି କି.ମି. ୧୪ ଟଙ୍କା; ସର୍ବନିମ୍ନ ଭଡ଼ା ୭୫ ଟଙ୍କା

– ସୌଖୀନ A/C କାର (ବୋଲେରୋ/ନିଓ/ଇର୍ଟିଗା ଇତ୍ୟାଦି): ପ୍ରତି କି.ମି. ୧୬ ଟଙ୍କା; ସର୍ବନିମ୍ନ ଭଡ଼ା ୮୫ ଟଙ୍କା

– ପ୍ରିମିୟମ ସୌଖୀନ କାର୍ (ସ୍କର୍ପିଓ/XUV ୫୦୦/ଇନୋଭା ଇତ୍ୟାଦି): ପ୍ରତି କି.ମି. ୧୯ ଟଙ୍କା; ସର୍ବନିମ୍ନ ଭଡ଼ା ୧୦୦ ଟଙ୍କା।

ବିଜ୍ଞପ୍ତି ପ୍ରକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026
Latest News

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026

ଓଡ଼ିଶାର ଜଣେ ମୁଖ୍ୟ ମାଓ କମାଣ୍ଡର ସମେତ ୧୫ ମାଓ କ୍ୟାଡରଙ୍କ ଆତ୍ମସମର୍ପଣ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.