Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ
ଆଜିର ଖବର

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।
ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ।

ଭୁବନେଶ୍ଵର: ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ ପାଇଁ ଆସନ୍ତାକାଲି ଭୁବନେଶ୍ୱର ଓ କଟକରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ। ତେବେ ଆସନ୍ତୁ ଜାଣିବା ପ୍ରଭାବିତ ଅଞ୍ଚଳର ତାଲିକା ଏବଂ କେଉଁ ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବ?

– ବାରଙ୍ଗ ଧଉଆ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଅପରାହ୍ନ ୩ଟା ଯାଏଁ

– ଜାଭିୟର ଗୋପବନ୍ଧୁ ଅଞ୍ଚଳ, ଡୁମଡୁମା ସରକନ୍ତରା ଅଞ୍ଚଳ ଓ କଳିଙ୍ଗନଗର ତମାଣ୍ଡୋ ଅଞ୍ଚଳରେ ସକାଳ ୯ଟା ରୁ ଦିନ ୨ଟା ଯାଏଁ

– ସହିଦ୍ ନଗର ଓ କଳ୍ପନା ଝାରପଡ଼ା ଅଞ୍ଚଳରେ ସକାଳ ୮ଟା ରୁ ଦିନ ୧ଟା ଯାଏଁ

– ଧଉଳି ଜାମୁକୋଳି ଅଞ୍ଚଳ ଓ ବାରଙ୍ଗ ତ୍ରିଶୁଳିଆ ଅଞ୍ଚଳରେ ସକାଳ ୧୦ଟା ରୁ ଅପରାହ୍ନ ୩ଟା ଯାଏଁ

– ଡେଲ୍ଟା ବରମୁଣ୍ଡା ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧ଟା ଯାଏଁ

– ନୟାପଲ୍ଲୀ ଭଗବତୀ ମନ୍ଦିର ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ

– ଭରତପୁର ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧ଟା ଯାଏଁ

– ଲକ୍ଷ୍ମୀସାଗର ଅଞ୍ଚଳ ଓ ପାୱାର ହାଉସ ଆଇଆରସି ଅଞ୍ଚଳରେ ସକାଳ ୮ଟା ୩୦ ରୁ ଦିନ ୧୨ଟା ୩୦ ଯାଏଁ

– ରସୁଲଗଡ଼ ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୨ଟା ଯାଏଁ

– ଫୁଲନଖରା ବାଲିଅନ୍ତା ଅଞ୍ଚଳ, କାନନବିହାର ପଟିଆ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର ତୁଳସୀବିହାର ଅଞ୍ଚଳରେ ସକାଳ ୯ଟା ରୁ ଦିନ ୧ଟା ଯାଏଁ

– ଫୁଲନଖରା ତ୍ରିନାଥ ବଜାର ଅଞ୍ଚଳରେ ସକାଳ ୮ଟା ରୁ ଦିନ ୧୧ଟା ୫୯ ଯାଏଁ

– ରସୁଲଗଡ଼ ପୁରୀ ରୋଡ଼ ଅଞ୍ଚଳ ଓ ୟୁନିଟ୍-୩ ଅଞ୍ଚଳରେ ଅପରାହ୍ନ ୩ଟା ରୁ ସନ୍ଧ୍ୟା ୫ଟା ଯାଏଁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।

ସେହିପରି କଟକ ସ୍ଥିତ କାଜିବଜାର ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୨ଟା ୩୦ ଯାଏଁ

– ଗଣେଶଘାଟ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧ଟା ୩୦ ଯାଏଁ

– ଖପୁରିଆ ଶିଳ୍ପାଞ୍ଚଳ ଓ ମହାନଦୀ ବିହାର ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୨ଟା ଯାଏଁ

– ସିଡିଏ ସେକ୍ଟର -୬, ସେକ୍ଟର-୮ ଓ ସେକ୍ଟର -୯ ଅଞ୍ଚଳରେ ସକାଳ ୯ଟା ୩୦ ରୁ ଦିନ ୧ଟା ଯାଏଁ

– ରାଣୀହାଟ ମାତାମଠ ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୧ଟା ଯାଏଁ

– ଚାଉଳିଆଗଞ୍ଜ ଅଞ୍ଚଳରେ ସକାଳ ୧୦ଟା ୩୫ ରୁ ଦିନ ୧ଟା ୩୩ ଯାଏଁ

– ଯୋବ୍ରା ବ୍ୟାରେଜ ଅଞ୍ଚଳରେ ସକାଳ ୮ଟା ରୁ ସକାଳ ୧୦ଟା ଯାଏଁ

– କଲେଜ ଛକ ଅଞ୍ଚଳ, ଏସସିବି ମେଡିକାଲ ରୋଡ଼ ଅଞ୍ଚଳ ଓ କେନାଲ ରୋଡ଼ ଅଞ୍ଚଳରେ ସକାଳ ୧୦ଟା ରୁ ଦିନ ୧୨ଟା ଯାଏଁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ।

କଟକ ବିଦ୍ୟୁତ ଯୋଗାଣ ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026

‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ – ୨୦୨୬’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବୋଧନ

February 17, 2026
Latest News

ଆସନ୍ତାକାଲି ଟ୍ଵିନ ସିଟିରେ ବନ୍ଦ ରହିବ ବିଦ୍ୟୁତ ଯୋଗାଣ: ଜାଣନ୍ତୁ ପ୍ରଭାବିତ ଅଞ୍ଚଳ ତାଲିକା ଏବଂ ସମୟ

February 17, 2026

‘ନାବାଳିକାଙ୍କୁ ଯୌନ ଶୋଷଣ ମାମଲା’: ଅଭିଯୁକ୍ତଙ୍କୁ ୨୧ ବର୍ଷ ଲେଖାଏଁ କଠୋର କାରାଦଣ୍ଡାଦେଶ

February 17, 2026

ରେକର୍ଡ ଉଚ୍ଚତା ଛୁଇଁବା ପରେ ବଡ଼ ହ୍ରାସ: ଖୁବ୍ ଶୀଘ୍ର ୧ ଲକ୍ଷ ତଳକୁ ଖସିଯିବ କି ସୁନା ମୂଲ୍ୟ?

February 17, 2026

ବନ୍ଧୁତାର ହାତ ବଢାଇଲା ଭାରତ: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀ ଗସ୍ତ ପାଇଁ କଲା ନିମନ୍ତ୍ରଣ

February 17, 2026

ଇଣ୍ଡୋନେସିଆକୁ ଶସ୍ତା ଏବଂ ଭାରତକୁ ମହଙ୍ଗା ରାଫେଲ ବିକ୍ରି କରୁଛି ଫ୍ରାନ୍ସ: ଜାଣନ୍ତୁ କାରଣ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.