Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିକ୍କିମ୍‌ରେ ରାଜନୈତକ ଝଡ : ବିଜେପିରେ ଯୋଗ ଦେଲେ 10 ଏସ୍‌ଡିଏଫ୍‌ ବିଧାୟକ
ଆଜିର ଖବର

ସିକ୍କିମ୍‌ରେ ରାଜନୈତକ ଝଡ : ବିଜେପିରେ ଯୋଗ ଦେଲେ 10 ଏସ୍‌ଡିଏଫ୍‌ ବିଧାୟକ

August 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସିକ୍କିମ୍‌ ରାଜନୀତିରେ ଏକ ମୋଡ ଦେଖିବାକୁ ମିଳିଛି । ଆଜି 10 ଜଣ ଏସ୍‌ଡିଏଫ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଏହି ନେତାମାନେ ଆନୁଷ୍ଠାନିକ ଭାବରେ ଯୋଗ ଦେଇଥିଲେ । ସିକ୍କିମ୍‌ରେ ସମୁଦାୟ 32 ବିଧାନସଭା ଆସନ ରହିଥିବା ବେଳେ ବିପକ୍ଷ ଦଳର ନେତା ରହିଥିବା ପଓ୍ବନ୍‌ ଚାମଲିଙ୍ଗଙ୍କ ଏସ୍‌ଡିଏଫର ସମୁଦାୟ 13 ଜଣ ବିଧାୟକ ରହିଛନ୍ତି । ପୂର୍ବରୁ ଦୁଇ ଜଣ ବିଧାୟକ ପୂର୍ବରୁ ଦଳରୁ ଇସ୍ତଫା ପ୍ରଦାନ କରି ସାରିଥିଲେ । ଦଳର ବର୍ତ୍ତମାନ ବିଧାୟକ ସଂଖ୍ୟା 11 ରହିଥିବା ବେଳେ କେବଳ ପଓ୍ବନ୍‌ ଚାମଲିଙ୍ଗଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ବିଧାୟକ ମାନେ ବିଜେପିରେ ଯୋଗ ଦେବା ବିଜେପିକୁ ଫାଇଦା ପ୍ରଦାନ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026
Latest News

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.