Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ
ଆଜିର ଖବର

୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

February 27, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ
୨୦୦୨ ଏବଂ ୨୦୨୫ ଭୋଟର ତାଲିକାର ଏସଆଇଆର ମ୍ୟାପିଂ

ଖୋର୍ଦ୍ଧା: ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୋଟର ତାଲିକାର ଏସ ଆଇ ଆର ମ୍ୟାପିଙ୍ଗ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ୨୦୦୨ ଏବଂ ୨୦୨୫ ଭୋଟର ତାଲିକାକୁ ଅନୁଧ୍ୟାନ କରାଯାଇ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ, ଚୁକ୍ତି ଭିତ୍ତିକ କର୍ମଚାରୀ, ବାହ୍ୟ ଅନୁବନ୍ଧକ କର୍ମଚାରୀ ମାନଙ୍କ ଭୋଟର ତାଲିକାରେ ନାମ, ପିତାଙ୍କ ନାମ, ପ୍ର ପିତାଙ୍କ ନାମ ସ୍ଵତନ୍ତ୍ର ଭାବେ ସ୍ବଚ୍ଛତା ଦିଗରେ ପୁନଃ ନିରୀକ୍ଷଣ କରାଯାଇଥିଲା।

ଏହି କାର୍ଯ୍ୟରେ ଉପଜିଲ୍ଲାପାଳ, ଖୋର୍ଦ୍ଧାଙ୍କ କାର୍ଯ୍ୟାଳୟର ଚାରି ଜଣ ବୁଥ ସ୍ତରୀୟ ଅଧିକାରୀ ପ୍ରତ୍ୟେକ କର୍ମଚାରୀ ମାନଙ୍କ ନିର୍ବାଚନ ମଣ୍ଡଳୀ, ନାମ, ପିତାଙ୍କ ନାମ, ଭାଗ ନମ୍ବର, ବୁଥ ନମ୍ବର ଇତ୍ୟାଦି ଗଭୀର ଭାବେ ନିରୀକ୍ଷଣ କରିବା ପଦ୍ଧତି ଉପରେ ବିସ୍ତୃତ ପାୱାର ପଏଣ୍ଟ ଉପକରଣର ବୁଝାଇଥିଲେ। ଭୋଟର ତାଲିକାକୁ ଶୁଦ୍ଧ, ସ୍ୱଚ୍ଛ ଓ ଏବଂ ନିର୍ଭୁଲ କରିବା ପାଇଁ ନିର୍ବାଚନ କମିଶନ ଏଭଳି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ବେଉରା ପ୍ରକାଶ କରିଥିଲେ।

ଡେପୁଟୀ କଲେକ୍ଟର, ନିର୍ବାଚନ ସଂଗ୍ରାମ ଜେନାଙ୍କ ପରିଚାଳନାରେ ଆଜିର ଏହି ସ୍ଵତନ୍ତ୍ର ଭୋଟର ତାଲିକା ବିଶେଷ ନିବିଡ଼ ପୁନଃ ନିରୀକ୍ଷଣ ମାନଚିତ୍ର (ଏସ ଆଇ ଆର ମ୍ୟାପୀଙ୍ଗ) କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର, ଜରୁରୀ ଶ୍ରୀତପା ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, କାର୍ଯ୍ୟ କ୍ରମ ଅଧିକାରୀ ସୌଦାମିନୀ ଦାଶ, ଡେପୁଟୀ କଲେକ୍ଟର ଆର୍ତ୍ତତ୍ରାଣ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ସମସ୍ତ ଡେପୁଟୀ କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର ଏବଂ ଜିଲ୍ଲା ପରିଷଦ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି: ଲାଗୁ କଲା କଡ଼ା ଜରିମାନା

November 19, 2026

ଅଂଶୀଦାରଙ୍କ ସହ ବିଚାରବିମର୍ଶ ଆରମ୍ଭ କଲା ବିକଶିତ ଭାରତ ପାଇଁ ଗଠିତ ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି

November 19, 2026

ଦିଲ୍ଲୀରେ ଦୁଇଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ ଉଦ୍ଘାଟନ କରିବେ ଗୃହମନ୍ତ୍ରୀ

November 19, 2026

ନଭେମ୍ବର ୧୯ ତାରିଖ: ଆଜିର ରାଶିଫଳରେ ପଢନ୍ତୁ କେମିତି କଟିବ ଆପଣଙ୍କର ଦିନ

November 19, 2026
Latest News

ଚୀନ୍‌ ଗସ୍ତରେ ମହାଶକ୍ତିଙ୍କ ବୈଠକ : ପୁଟିନ୍‌ଙ୍କୁ ଅଲଗା ଭେଟିବେ ଟ୍ରମ୍ପ୍‌

November 19, 2026

ମଧ୍ୟପ୍ରଦେଶରେ ହଟିଲା ୨୫ ବର୍ଷର କଟକଣା : ଦୁଇରୁ ଅଧିକ ସନ୍ତାନ ଥିଲେ ବି ମିଳିବ ସରକାରୀ ଚାକିରି

November 19, 2026

ଟିମ୍ ଇଣ୍ଡିଆ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଆଇସିସି: ଲାଗୁ କଲା କଡ଼ା ଜରିମାନା

November 19, 2026

ଜନ୍ତର-ମନ୍ତର ଓ ରାମଲୀଳା ମୈଦାନରେ ପ୍ରତିବାଦ ମାମଲା : କଂଗ୍ରେସ, ସିଜେପି, ଆପ୍‌କୁ ସୁପ୍ରିମକୋର୍ଟ ନୋଟିସ୍‌

November 19, 2026

ଅଂଶୀଦାରଙ୍କ ସହ ବିଚାରବିମର୍ଶ ଆରମ୍ଭ କଲା ବିକଶିତ ଭାରତ ପାଇଁ ଗଠିତ ଉଚ୍ଚସ୍ତରୀୟ ବ୍ୟାଙ୍କିଂ କମିଟି

November 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.