Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ
ଆଜିର ଖବର

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ
ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସୋରଡ଼ା ଥାନା ଅର୍ନ୍ତଗତ ପାଟପଲୀ ବାଉଁଶୀଆ ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୩ ଜଣ ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକମାନେ କୌଣସି କାର୍ଯ୍ୟ ସାରି ସୋରଡ଼ାରୁ ନିଜ ଗ୍ରାମ ମାଣିଆକାଠିକୁ ବୁଲେଟ୍ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ “ଲକ୍ଷ୍ମୀ” ସହ ମୁହାଁମୁହିଁ ଧକ୍କା ଫଳରେ ବସ୍ ଚକା ତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଉଭୟ ଗାଡ଼ି କୁ ଜବତ କରି ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

ବୁଲେଟ୍ ମୋଟରସାଇକେଲ ମୁହାଁମୁହିଁ ଧକ୍କା ଲକ୍ଷ୍ମୀ ବସ ସୋରଡ଼ା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026
Latest News

ଲକ୍ଷ୍ମୀ ବସ ସହ ବୁଲେଟ୍ ମୋଟରସାଇକେଲର ମୁହାଁମୁହିଁ ଧକ୍କା: ୩ ଯୁବକ ମୃତ

March 20, 2026

ଆଜି ନବରାତ୍ରିର ଦ୍ଵିତୀୟ ଦିବସ: ପଢନ୍ତୁ ମା’ ବ୍ରହ୍ମଚାରିଣୀଙ୍କ କଥା

March 20, 2026

ଆଜି ଦେବୀ ବ୍ରହ୍ମଚାରିଣୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତ ହେବ ମଙ୍ଗଳ ଦୋଷ: କରନ୍ତୁ ଏହି ଉପଚାର

March 20, 2026

‘ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ପ୍ରଭାବିତ ହେବ…’: କତର ମନ୍ତ୍ରୀଙ୍କ ଦାବି ପରେ ବଢିଲା ଭାରତର ଚିନ୍ତା

March 20, 2026

ବ୍ଲକ ସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.