Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଞ୍ଚ ପାଇଲଟ୍‌ଙ୍କୁ ମିଳିବ ବାୟୁସେନା ମେଡାଲ୍‌
ଆଜିର ଖବର

ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଞ୍ଚ ପାଇଲଟ୍‌ଙ୍କୁ ମିଳିବ ବାୟୁସେନା ମେଡାଲ୍‌

August 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପ୍‌କୁ ଧ୍ବଂସ କରିଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ । ସ୍ବତନ୍ତ୍ରତା ଦିବସ ଅବସରରେ ଉଇଙ୍ଗ୍‌ କମାଣ୍ଡର୍‌ ଅମିତ୍‌ ରଂଜନ୍‌, ସ୍ବାର୍କଡନ୍‌ ଲିଡର୍‌ ରାହୁଲ୍‌ ବସୋୟା, ପଙ୍କଜ ଭୁଜେଡ୍‌, ବିକେଏନ୍‌ ରେଡ୍ଡି, ଶଶାଙ୍କ ସିଂଙ୍କୁ ବାୟୁ ସେନା ପଦକ (ବୀରତ୍ବ) ଦିଆଯିବ । ଏହି ସମସ୍ତ ଅଧିକାର ମିରାଜ୍‌ ୨୦୦୦ ଲଢୁଆ ବିମାନର ପାଇଲଟ୍‌ ।  ଏମାନେ ସମେସ୍ତ ପାକିସ୍ତାନର ବାଲାକୋଟ୍‌ ସହରର ଜୈସ୍‌-ଏ-ମହମ୍ମଦ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲେ । ଜମ୍ମକାଶ୍ମୀର ଫୁଲ୍‌ଓ୍ବାମାରେ ସିଆରପିଏଫ୍‌ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ପଶି ଏୟାର ଷ୍ଟ୍ରାଇକ୍‌ କରିଥିଲେ । ଭାରତୀୟ ବାୟୁସେନା ବାଲାକୋଟ୍‌ ଆତଙ୍କୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ଠିକଣା ସ୍ଥାନକୁ ଟାର୍ଗେଟ୍‌ କରିଥିଲେ । ଏବଂ ଏହି ଅପରେସନ୍‌ର କୋଡନାମ ରହିଥିଲା ଅପରେସନ୍‌ ବନ୍ଦର ।

Share. Facebook Twitter LinkedIn Email WhatsApp Copy Link

Related Posts

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.