Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଞ୍ଚ ପାଇଲଟ୍‌ଙ୍କୁ ମିଳିବ ବାୟୁସେନା ମେଡାଲ୍‌
ଆଜିର ଖବର

ବାଲାକୋଟ୍‌ ଏୟାର୍‌ ଷ୍ଟ୍ରାଇକ୍‌ କରିଥିବା ପାଞ୍ଚ ପାଇଲଟ୍‌ଙ୍କୁ ମିଳିବ ବାୟୁସେନା ମେଡାଲ୍‌

August 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପ୍‌କୁ ଧ୍ବଂସ କରିଥିବା ବାୟୁସେନାର ପାଇଲଟଙ୍କୁ ସମ୍ମାନିତ କରାଯିବ । ସ୍ବତନ୍ତ୍ରତା ଦିବସ ଅବସରରେ ଉଇଙ୍ଗ୍‌ କମାଣ୍ଡର୍‌ ଅମିତ୍‌ ରଂଜନ୍‌, ସ୍ବାର୍କଡନ୍‌ ଲିଡର୍‌ ରାହୁଲ୍‌ ବସୋୟା, ପଙ୍କଜ ଭୁଜେଡ୍‌, ବିକେଏନ୍‌ ରେଡ୍ଡି, ଶଶାଙ୍କ ସିଂଙ୍କୁ ବାୟୁ ସେନା ପଦକ (ବୀରତ୍ବ) ଦିଆଯିବ । ଏହି ସମସ୍ତ ଅଧିକାର ମିରାଜ୍‌ ୨୦୦୦ ଲଢୁଆ ବିମାନର ପାଇଲଟ୍‌ ।  ଏମାନେ ସମେସ୍ତ ପାକିସ୍ତାନର ବାଲାକୋଟ୍‌ ସହରର ଜୈସ୍‌-ଏ-ମହମ୍ମଦ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଥିଲେ । ଜମ୍ମକାଶ୍ମୀର ଫୁଲ୍‌ଓ୍ବାମାରେ ସିଆରପିଏଫ୍‌ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟ୍‌ରେ ପଶି ଏୟାର ଷ୍ଟ୍ରାଇକ୍‌ କରିଥିଲେ । ଭାରତୀୟ ବାୟୁସେନା ବାଲାକୋଟ୍‌ ଆତଙ୍କୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ଠିକଣା ସ୍ଥାନକୁ ଟାର୍ଗେଟ୍‌ କରିଥିଲେ । ଏବଂ ଏହି ଅପରେସନ୍‌ର କୋଡନାମ ରହିଥିଲା ଅପରେସନ୍‌ ବନ୍ଦର ।

Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

August 21, 2026

ଭୁବନେଶ୍ୱର ଓ ଖୋର୍ଦ୍ଧାର ପିଆଜ ଗୋଦାମ ଉପରେ ଯୋଗାଣ ବିଭାଗ ତରଫରୁ ଚଢାଉ

August 21, 2026

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.