ଭୁବନେଶ୍ଵର: ସୁନା ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ନିରନ୍ତର ପରିବର୍ତ୍ତନ ହେଉଛି। ଆଜି ମାର୍ଚ୍ଚ ୨୩ ତାରିଖ ସୋମବାର ଦିନ ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି।
ଭୁବନେଶ୍ଵରରେ ସୁନା ମୂଲ୍ୟ (ପ୍ରତି ୧୦ ଗ୍ରାମ)
୨୪ କ୍ୟାରେଟ୍- ୧,୪୦,୦୨୦ (ଗତକାଲି ୧,୪୫,୯୭୦ ଟଙ୍କା ଥିଲା)
୨୨ କ୍ୟାରେଟ୍- ୧,୨୮,୩୫୦ (ଗତକାଲି ୧,୩୩,୮୦୦ ଟଙ୍କା ଥିଲା)
୧୮ କ୍ୟାରେଟ୍- ୧,୦୫,୦୨୦ (ଗତକାଲି ୧,୦୯,୪୮୦ ଟଙ୍କା ଥିଲା)
ରୂପା ମୂଲ୍ୟ
ଆଜି ରୂପା ମୂଲ୍ୟ ୨୦ ହଜାର ଟଙ୍କା ହ୍ରାସ ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ରୂପାର ମୂଲ୍ୟ ପ୍ରତି କିଲୋଗ୍ରାମ ୨ ଲକ୍ଷ ୫୦ ହଜାର ଟଙ୍କା ଥିବା ବେଳେ ଆଜି ରୂପା ପ୍ରତି କିଲୋଗ୍ରାମ ୨,୩୦,୦୦୦ ଟଙ୍କାରେ କାରବାର ହେଉଛି।


