Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଜନୀକାନ୍ତଙ୍କୁ ଓଓ୍ବେସୀଙ୍କ ଜବାବ : ମୋଦି-ଶାହା ଯଦି କୃଷ୍ଣ-ଅର୍ଜୁନ ତେବେ କୌରବ ଓ ପାଣ୍ଡବ କିଏ?
ଆଜିର ଖବର

ରଜନୀକାନ୍ତଙ୍କୁ ଓଓ୍ବେସୀଙ୍କ ଜବାବ : ମୋଦି-ଶାହା ଯଦି କୃଷ୍ଣ-ଅର୍ଜୁନ ତେବେ କୌରବ ଓ ପାଣ୍ଡବ କିଏ?

August 14, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଫିଲ୍ମ ଅଭିନେତା ରଜନୀକାନ୍ତଙ୍କ କୃଷ୍ଣ- ଅର୍ଜୁନ ମନ୍ତବ୍ୟକୁ ନେଇ ଆକ୍ରମଣ କରିଛନ୍ତି ଅସଦୁଦ୍ଦିନ୍‌ ଓଓ୍ବେସୀ । ହାଇଦ୍ରାବାଦ ସାଂସଦ ଓଓ୍ବେସୀ କହିଛନ୍ତି ଯଦି ମୋଦି-ଶାହାଙ୍କ ଯୋଡି କୃଷ୍ଣ-ଅର୍ଜୁନ ଯୋଡି ଅଟନ୍ତି ତାହେଲେ ପାଣ୍ଡବ ଏବଂ କୌରବ କିଏ ବୋଲି ପ୍ରଶ୍ନ କରିଛନ୍ତି । ଇଦ୍‌ ଅବସରରେ ଓଓ୍ବେସୀଙ୍କ ଦଳ ଏଆଇଏମ୍‌ଆଇଏମ୍‌ର ହାଇଦ୍ରାବାଦ ସ୍ଥିତ କାର୍ଯ୍ୟାଳୟରେ ଏହି ମନ୍ତବ୍ୟ ଦେଇଛନ୍ତି ଓଓ୍ବେସୀ । ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରେ ରଜନୀକାନ୍ତ ମୋଦି ଏବଂ ଶାହାଙ୍କୁ ପ୍ରଶଂସା କରିଥିଲେ । ଉଭୟଙ୍କୁ କୃଷ୍ଣ ଅର୍ଜୁନ ଭାବରେ ଅଭିହିତ କରିଥିଲେ ରଜନୀକାନ୍ତ । ଧାରା 370ର ଉଚ୍ଛେଦ ଏବଂ ଜମ୍ମୁ କାଶ୍ମୀରର ବିଭାଜନ ଭାରତୀୟ ଇତିହାସରେ ତୃତୀୟ ଭୁଲ୍‌ । 1953 ମସିହାରେ ଶେଖ ଅବଦୁଲ୍ଲାଙ୍କ ଗିରଫ ଏବଂ 1987 ନିର୍ବାଚନରେ ବୁଥ୍‌ ରିଗିଂ ପରେ ଏହା ତୃତୀୟ ଐତିହାସିକ ଭୁଲ୍‌ ବୋଲି ଓଓ୍ବେସୀ କହିଛନ୍ତି । ସେହିପରି ତାମିଲନାଡୁର କଂଗ୍ରେସ ମୁଖ୍ୟ କେ ଏସ୍‌ ଆଲାଗିରି ମଧ୍ୟ ରଜନୀକାନ୍ତଙ୍କୁ ସମାଲୋଚନା କରିଛନ୍ତି । ସାଧାରଣ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିଥିବା ଜଣେ ବ୍ୟକ୍ତି କିଭଳି କୃଷ୍ଣ ହୋଇ ପାରିବେ ବୋଲି ଆଲାଗିରି ପ୍ରଶ୍ନ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.