ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟ ମାନେ ବିଧି ବଦ୍ଧ ଅନୁଯାୟୀ ଶପଥ ପାଠ କରିଛନ୍ତି। ସଭାପତି ଭାବେ ସୀତାଂଶୁ ଶେଖର ପଣ୍ଡା, ଉପସଭା ପତି ସତ୍ୟ ନାରାୟଣ ବସନ୍ତିଆ, ସମ୍ପାଦକ ଜଗନ୍ନାଥ ମିଶ୍ର, ସହ ସମ୍ପାଦକ ରଂଜନ କୁମାର ସାମନ୍ତରାୟ ଶପଥ ପାଠ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଗତ ବର୍ଷର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।


