Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ
ଆଜିର ଖବର

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣିଜ୍ୟିକ ଗ୍ୟାସ
ପୁଣି ବଢିଲା ଏଲପିଜି ମୂଲ୍ୟ: ଜାଣନ୍ତୁ କେତେ?

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି । କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍ ଏଲପିଜି ସ୍କିମ୍‌ରେ ଉପଲବ୍ଧ ହେବ । ଦେଶର ତିନି ଗ୍ୟାସ୍ କମ୍ପାନୀ ଏହାକୁ ଉପଲବ୍ଧ କରାଇବେ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।

୫ କେଜି ଗ୍ୟାସ ପାଇଁ ୧୫୩୭ ଟଙ୍କା ଦେବାକୁ ହେବ । ରିଫିଲ ପାଇଁ ୫ କେଜି ସିଲିଣ୍ଡରକୁ ୫୯୩ ଟଙ୍କା ପଡ଼ିବ । କମ୍ପାନୀ ସିଲିଣ୍ଡର ହିଁ ରିଫିଲିଂ ହୋଇପାରିବ । ଯଦି କୌଣସି ଏଜେଣ୍ଟ କଳାବଜାରୀ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ପ୍ରମାଣ ପତ୍ର ଦେଖାଇ ଶ୍ରମିକ ଓ ଛାତ୍ରୀଛାତ୍ର ନେଇପାରିବେ ।ପ୍ରକାଶଥାଉକି, ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗ୍ୟାସ ସଙ୍କଟ ଦେଖାଦେଇଛି ।

#5kgLPG #PetrolPump #LPGCrisies
Share. Facebook Twitter LinkedIn Email WhatsApp Copy Link

Related Posts

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026

ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?

April 8, 2026

ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

April 8, 2026
Latest News

ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି ଗ୍ୟାସ

April 8, 2026

କଲାଇ- ୨ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ପାଇଁ ନିବେଶ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

April 8, 2026

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

April 8, 2026

ଡେବ୍ୟୁ କରିବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ!: ଟିମ୍ ଇଣ୍ଡିଆରେ କାହାର ସ୍ଥାନ ନେବେ?

April 8, 2026

ଓଡ଼ିଶା ପୋଲିସ ପକ୍ଷରୁ ପେନସନ ଏବଂ ଜିପିଏଫ ଅଦାଲତ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.