ଗଞ୍ଜାମ: ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଓଲଟିଲା ବସ୍ । ବସ୍ରେ ୧୨ଜଣ ଛାତ୍ରଛାତ୍ରୀ ଥିଲେ ।୧୨ ଜଣ ଛାତ୍ରଛାତ୍ରୀ ସହ ବସ୍ ଡ୍ରାଇଭର ଆହତ । ଚିକିଟି ଚାନ୍ଦପୁରରୁ ପିତାପଳି ଯାଉଥିଲା ବସ୍ଟି । ଆହତଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।