ଭୁବନେଶ୍ୱର: ସ୍ଥାନୀୟ ଶୈଳଶ୍ରୀ ବିହାରରେ ଗାଡ଼ି ସାଇଡ୍ ମାରିବାକୁ ନେଇ ତୁମୁଳକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ଆମ ବସ୍ ଅଟକାଇଲେ ଦୁଇ ଯୁବକ । ପ୍ରତିବାଦ କରିବାରୁ ଡ୍ରାଇଭରକୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଦୁଇ ଯୁବକଙ୍କୁ ଚନ୍ଦ୍ରଶେଖର ଥାନା ପୋଲିସ୍ ଗିରଫ କରିଛି । ଏହି ଘଟଣାର ତଦନ୍ତ ଜାରି ରଖିଛି ।


