ଅନୁଗୁଳ: ସଖୀ ସେଣ୍ଟରରେ ଝୁଲି ପଡ଼ିଲେ ନାବାଳିକା। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଖୀ ସେଣ୍ଟରରେ ନାବାଳିକାଙ୍କ ମୃତ୍ୟୁ। ବାଥରୁମ୍ ରେ ବେକରେ ଓଢ଼ଣୀ ଲଗାଇ ଜୀବନ ହାରିଥିବା ସୂଚନ। କିଛିଦିନ ପୂର୍ବେ ପ୍ରେମିକଙ୍କ ସହ ଘରୁ ପଳାଇ ଯାଇଥିଲେ ନାବାଳିକା।
ଗତକାଲି ଗିରଫ ଭୟରେନାବାଳିକାଙ୍କ ପ୍ରେମିକ ଜୀବନ ହାରିଥିଲେ। ପ୍ରେମିକର ମୃତ୍ୟୁ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସଖୀ ସେଣ୍ଟରରେ ରଖାଯାଇଥିଲା।


