Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ
ଆଜିର ଖବର

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ପଶ୍ଚିମବଙ୍ଗ: ସକାଳ ୧୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୯.୯୭୯% ମତଦାନ ରେକର୍ଡ ହୋଇଛି। ମତଦାନ କେନ୍ଦ୍ରଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି। ମହିଳାମାନେ ବହୁ ସଂଖ୍ୟାରେ ମତଦାନ କରୁଛନ୍ତି।

ହୁଗୁଳିରେ ୪୩.୧୨%, ହାଓଡ଼ାରେ ୩୯.୪୫%, କୋଲକାତା ଉତ୍ତରରେ ୩୮.୩୯%, କୋଲକାତା ଦକ୍ଷିଣରେ ୩୬.୭୮%, ନଦିଆରେ ୪୦.୩୪%, ଉତ୍ତର ୨୪ ପରଗନାରେ ୩୮.୪୩%, ପୂର୍ବ ବର୍ଦ୍ଧମାନରେ ୪୪.୫୦%
ଦକ୍ଷିଣ ୨୪ ପରଗନା ରେ ୩୭.୯୨% ଭୋଟିଂ ହୋଇଥିବାର ସୂଚନା ରହିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତାଙ୍କ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ମତଦାନ କେନ୍ଦ୍ର ପରିଦର୍ଶନ କରିଛନ୍ତି, ଯେଉଁଠାରେ ମତଦାନ ଚାଲିଛି।

westbengalelection
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026

ଥାନା ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ

April 29, 2026
Latest News

ପଶ୍ଚିମବଙ୍ଗ ନିର୍ବାଚନ : ସକାଳ ୧୧ଟା ସୁଦ୍ଧା ୩୯.୯୭୯% ମତଦାନ

April 29, 2026

ଗୋଷ୍ଠୀ ସଂଘର୍ଷରେ ଏକାଧିକ ଆହତ

April 29, 2026

ଗାଜିଆବାଦର ଗୌର ଗ୍ରୀନ୍ ସୋସାଇଟିରେ ଭୟଙ୍କର ଅଗ୍ନିକାଣ୍ଡ

April 29, 2026

ଅନିଶ୍ଚିତତାରେ ରିଂ ବନ୍ଧ ସଂପ୍ରସାରଣ

April 29, 2026

ଥାନା ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ

April 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.