ଭୁବନେଶ୍ଵର: ଆଜି ICSE ରେଜଲ୍ଟ ପ୍ରକାଶ ପାଇବ । ଉଭୟ ଦ୍ଵାଦଶ ଓ ଦଶମ ପରିକ୍ଷଫଳ ପ୍ରକାଶ ପାଇବ । ଦିନ 11ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି । cisce.orgରେ ରେଜଲ୍ଟ ଉପଲବ୍ଧ ହେବ । results.cisce.orgର୍ରେ ରେଜଲ୍ଟ ଉପଲବ୍ଧ ହେବ ।