ଆସିକା : ଖଇରପୁଟ ଗାଁରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର । ଗୁରୁତର ମହିଳାଙ୍କୁ ପ୍ରଥମେ ଆସିକା ପରେ ଏସଏମକେଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଟଙ୍କା ନ ଦେବାରୁ ସ୍ଵାମୀ ଜଣଙ୍କ ଏପରି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଘଟଣାରେ ଗାଙ୍ଗପୁର ପୋଲିସ ତଦନ୍ତ କରୁଛି ।