Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେରଳରେ ପ୍ରଳୟଙ୍କାରୀ ବନ୍ୟା : ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି
ଆଜିର ଖବର

କେରଳରେ ପ୍ରଳୟଙ୍କାରୀ ବନ୍ୟା : ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି

August 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ସଙ୍ଗୀନ ଅବସ୍ଥା ଧାରଣ କରିଛି କେରଳର ବନ୍ୟା ପରସ୍ଥିତି । କେରଳରେ ମୃତ୍ୟୁ ସଂଖ୍ୟା 113କୁ ବୃଦ୍ଧି ପାଇଛି । ଏହା ସହିତ 29 ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡିଛି । 14ଟି ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ବିଭିନ୍ନ ଜିଲ୍ଲାରେ 805ଟି ରିଲିଫ୍‌ କ୍ୟାମ୍ପ କରାଯାଇଥିବା ବେଳେ 41253 ପରିବାରର 129517 ଜଣଙ୍କୁ ରିଲିଫ୍‌ ପ୍ରଦାନ କରାଯାଉଛି । ଅବସ୍ଥାରେ ସୁଧାର ଆସୁଥିବା ବେଳେ ବନ୍ୟା ପରସ୍ଥିତିର ମୁକାବିଲା ପାଇଁ 173ଟି ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ କରାଯାଇଛି । ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ମାଲାପ୍ପୁରମ୍‌ର 21 ଜଣ, ଓ୍ବାୟାନାଡର 7 ଜଣ ଏବଂ କୋଟ୍ଟାୟମ୍‌ର ଜଣେ ଲେଖାଏଁ ବ୍ୟକ୍ତି ରହିଛନ୍ତି । 1185ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ 12761ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026
Latest News

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

May 31, 2026

ଆସନ୍ତାକାଲି ଖୋଲିବ CBSEର ପୁନଃମୂଲ୍ୟାୟନ ପୋର୍ଟାଲ: ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

May 31, 2026

ଟିମ୍ ଇଣ୍ଡିଆରେ ଯୋଗଦେଲେ ରୁତୁରାଜ ଗାୟକ୍ଵାଡ଼: ଏହି ଖେଳାଳିଙ୍କ ସ୍ଥାନରେ ମିଳିଲା ସୁଯୋଗ

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.