ବିନିକା : ଗୁଲୁଣ୍ଡା ଗାଁ ନିକଟ ଗଛରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବେକରେ ଓଢଣି ଲଗାଇ ଉଭୟ ଜୀବନ ହାରିଥିବାର ଅନୁମାନ । ଗଛ ତଳେ ବ୍ୟାଗ ଓ ଚପଲ ରହିଛି। ମାତ୍ର ଦୁହିଙ୍କ ପରିଚୟ ଜଣ ପଡିନି । କଣ ପାଇଁ ଦୁହେଁ ଜୀବନ ହାରିଛନ୍ତି ତାର କାରଣ ମଧ୍ୟ ଜଣ ପଡିନି ।