ଭଦ୍ରକ : ଏନଏଚ 16 ବାସୁଳି ନିକଟରେ ଟ୍ରକ ଧକ୍କା ଦେଲା ବୋଲୋରୋ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବେଳେ 5 ଜଣ ଗୁରୁତର ହୋଇଛନ୍ତି । ମୃତାହତ ହୋଇଥିବା ଜଣଙ୍କ ବସୁଦେବପୁର ର ଇରମର ବୋଲି ଜଣାପଡିଛି । ପୁରୀରୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।