Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲିଅନ୍ତା ହତ୍ୟା ଘଟଣା : ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ
ଆଜିର ଖବର

ବାଲିଅନ୍ତା ହତ୍ୟା ଘଟଣା : ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

May 12, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲିଅନ୍ତା: ବାଲିଅନ୍ତାରେ ଘଟିଥିବା ଜିଆର୍‌ପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଜଣଙ୍କୁ ଗିରଫ କରିଛି । ସରଜମିନ ତଦନ୍ତ ପରେ ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ପୂର୍ବରୁ ଏହି ଘଟଣାରେ ବାଲିଅନ୍ତା ପୋଲିସ ୧୧ ଜଣଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଏହି ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରିଛି । ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ଆଧାରରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। 

କ୍ରାଇମବ୍ରାଞ୍ଚ ବାଲିଅନ୍ତା ହତ୍ୟା ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ: ଜାଣନ୍ତୁ କିପରି ହେବ ଭାରତର ପ୍ଲେଇଂ ଇଲେଭେନ?

June 8, 2026

ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି?

June 8, 2026

ରଜରେ ସମସ୍ତେ କାହିଁକି ପାନ ଖାଇଥାନ୍ତି?: କିଛି କାରଣ ରହିଛି କି?

June 8, 2026

ମେଳା ଦେଖି ଫେରୁଥିଲେ, ବାଟରେ ମାଡ଼ିଆସିଲା ମୃତ୍ୟୁ

June 8, 2026
Latest News

ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ: ଜାଣନ୍ତୁ କିପରି ହେବ ଭାରତର ପ୍ଲେଇଂ ଇଲେଭେନ?

June 8, 2026

ଆଜି ଦିଲ୍ଲୀରେ INDIA ବ୍ଲକର ମେଗା ମିଟିଂ: କ’ଣ ହେବ ନୂଆ ରଣନୀତି?

June 8, 2026

ରଜରେ ସମସ୍ତେ କାହିଁକି ପାନ ଖାଇଥାନ୍ତି?: କିଛି କାରଣ ରହିଛି କି?

June 8, 2026

ମେଳା ଦେଖି ଫେରୁଥିଲେ, ବାଟରେ ମାଡ଼ିଆସିଲା ମୃତ୍ୟୁ

June 8, 2026

ସୁନେତ୍ର ପାୱାରଙ୍କ ଆସନ ପାଇଁ କାହାକୁ ବାଛିଲା ଏନସିପି ? ଜାଣନ୍ତୁ

June 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.