ବ୍ରହ୍ମପୁର : ଦୁର୍ଦ୍ଦାନ୍ତ ଅପରାଧୀ ଦୀପୁନା ନାୟକକୁ ଏନକାଉଣ୍ଟର । ବୋମା ମାଡ ଓ ହତ୍ୟା ମାମଲାରେ ଦୀପୁନାର ସମ୍ପୃକ୍ତି ରହିଛି । ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଆହତ ଦୀପୁନା ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଛି । ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ଦୀପୁନାଙ୍କ ନାଁରେ ।


