ଭୁବନେଶ୍ଵର : କାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ରାତି ୧୦ଟା ୩୫ରେ ପହଞ୍ଚିବେ ଭୁବନେଶ୍ବର । କୋର କମିଟି ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଭୁବନେଶ୍ବର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣକୁ କରିବେ ମଧ୍ୟ ଉଦ୍ଘାଟନ କରିବେ ।